ଫେରିଲା ଲକଡାଉନ, ଲୋକ ଛାନିଆ
(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରୁ ଅନେକ ଜଣ ଏଥିରେ ମୃତ୍ୟୁ ବରଣ କଲେଣି । ଏହି କରୋନା ପଜିଟିଭର ଚେନ୍ କୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ମେ ୧୯ ପର୍ୟ୍ୟନ୍ତ ଓଡିଶାବ୍ୟାପୀ…
Read More...
Read More...