Browsing

Video

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପାନୀୟ ଜଳ ସମସ୍ୟା

(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ଖୋଦ୍ ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି । ପିଇବା ପାଣିରେ ବାହାରୁଛି ମେଞ୍ଚା ମେଞ୍ଚା ମଇଳା ଆଉ କେତେ ବେଳେ ଜଙ୍ଗଗୁଣ୍ଡ । ନିର୍ବାଚନ ମଣ୍ଡଳୀରେ ନା ଅଛି ଆବଶ୍ୟକୀୟ ଡାକ୍ତର, ନା ଅଛି ଭଲ ପିଇବା ପାଇଁ ପାନୀୟ…
Read More...

ସମସ୍ତଙ୍କ ପାଇଁ ପ୍ରେରଣା ସୈାଭାଗିନୀ

(ଜୟନ୍ତ କୁମାର ସେଠୀ)ଗୋପ: କଥାରେ ଅଛି ଇଚ୍ଚା ଶକ୍ତି ଅ।ଗରେ ସବୁକିଛି ହାର ମାନିଯାଏ, ଯାହା ପ୍ରମାଣ କରି ଦେଖାଇଛନ୍ତି ନିମାପଡା ଏନଏଏସି ୧୧ ନଂ ଓ୍ଵାର୍ଡରେ ବସବାସ କରୁଥିବା ଅବସରପ୍ରାପ୍ତ ସିଡିପିଓ ସୈାଭାଗିନୀ ମିଶ୍ର । ଯାହା କି ନାରୀ ମାନଙ୍କ ପାଇଁ ଅ।ଦର୍ଶ ପାଲଟିଛନ୍ତି।ବୟସ ୭୦…
Read More...

କରୋନା ଭାଇରସ୍ ସମ୍ପର୍କିତ ସଚେତନତା କର୍ମଶାଳା

(ପାରାଦ୍ବୀପ /ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦ୍ବୀପ ବନ୍ଦର ପକ୍ଷରୁ କରୋନା ଭାଇରସ୍ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବନ୍ଦର ଚିକିତ୍ସାଳୟର ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳାକୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ। କରୋନା ଭାଇରସ୍ କୁ ନେଇ…
Read More...

ଅବ୍ୟବସ୍ଥା ଘେରରେ ଧନସୁଲି ପ୍ରାଥମିକ ଚିକିତ୍ସାଳୟ

(ଗୋଲାପ ସାହୁ) କଳାହାଣ୍ଡି: ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠପ । ପାଣିରେ ପଡ଼ୁଛି ସରକାରଙ୍କ ହଜାର ହଜାର ଟଙ୍କା । ବାଟବଣା ହେଉଛି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଜନା । ସରକାର ପ୍ରତି ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦରେ ପ୍ରକଳ୍ପ ଉପରେ ପ୍ରକଳ୍ପ…
Read More...

କରୋନା ଭୟରେ ବିଦେଶକୁ ଯାତ୍ରା ନ କରିବା ପାଇଁ ଆଡ଼ଭାଇଜରି ଜାରୀ କଲା ସ୍ୱାସ୍ଥ୍ୟ ବିଭାଗ

(ରିିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ): କରୋନା ଭାଇରସ ଠାରୁ ଦୁରେଇବା ପାଇଁ ବିଦେଶକୁ ଯାତ୍ରା ନ କରିବା ପାଇଁ ଆଡ଼ଭାଇଜରି ଜାରୀ କଲା ସ୍ୱାସ୍ଥ୍ୟ ବିଭାଗ । କରୋନା ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ । ଆମ ରାଜ୍ୟରେ ବର୍ତ୍ତମାନ ସୁଧା କୌଣସି ଲୋକ ଆକ୍ରାନ୍ତ…
Read More...

ପେଟ୍ରୋଲ ପମ୍ପରେ ଦାଦାଗିରି , ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ…
Read More...

ୟେସ ବ୍ୟାଙ୍କ ମାମଲା : ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବା ପ୍ରସଙ୍ଗରେ ଆଜି ଗୃହରେ ବିରୋଧୀଙ୍କ ନାରା ଓ ହଙ୍ଗାମା ଲାଗି ରହିଥିଲା । ଯାହା ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ଅନ୍ୟପଟେ ୟେସ ବ୍ୟାଙ୍କରେ ୬୦୦କୋଟି ଦୃନୀତିର ସିବିଆଇ ତଦନ୍ତ ଦାବି କରିଛି…
Read More...

ମହିଳାଙ୍କୁ ତଳେ ପକାଇ ସର୍ବସାଧରଣରେ ପିଟି ଚାଲିଲେ ଯୁବକ

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ଗୋଟେ ପଟେ ନାରୀକୁ ସମ୍ମାନ ଅନ୍ୟପଟେ ନାରୀକୁ ଅସମ୍ମାନ । ଆନ୍ତର୍ଜତୀୟ ମହିଳା ଦିବସ ଅବସରରେ ମସାଜର ବ୍ୟକ୍ତିବିଶେଷ ମାନେ ସମ୍ମାନପ୍ରଦାନ କରିଥିଲେ । ହେଲେ ଏହାର ଠିକ ବିପରୀତ ଚିତ୍ର ରାଜଧାନୀରେ ଦେଖିବାକୁ ମଳିଛି । ଯାହାକୁ ନେଇ ମହିଳାଙ୍କ…
Read More...

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବିଜେପି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ତାର ୪ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଥିବା ବେଳେ ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ…
Read More...

ବିଜେଡିର ୪ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ଏନେଇ ଦଳ ତରଫରୁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କୁ ନିଜର ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନ ଦାଖଲ ସମୟରେ…
Read More...