Browsing

Video

ସିଏଏ , ଏନଆରସିକୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବିରୋଧ

(ଉଦଳା / ଦୀପକ ମିଶ୍ର ): ସିଏଏ , ଏନଆରସି , ଏନପିଆରକୁ ବିରୋଧ କରିଛନ୍ତି ବହୁଜନ କ୍ରାନ୍ତି ମୋର୍ଚ୍ଚା । ଆଜି ଉଦଳା ପୂର୍ତ ବିଭାଗ ଡ଼ାକବଙ୍ଗଳାରୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ରା ବଜାରେ ପରିକ୍ରମା ପରେ ସ୍ଥାନୀୟ କଚେରୀ…
Read More...

ମହାପ୍ରଭୁଙ୍କ ଟଙ୍କା ହେରଫେର ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଆଜି ଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ୟ୍ୟାୟର ପ୍ରଥମ ଦିନରୁ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । କିନ୍ତୁ ଗୃହକାର୍ୟ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ…
Read More...

ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ହୋଲି ପର୍ବ ପାଳିତ

(ତାରାକାନ୍ତ,ଜୟନ୍ତ କୁମାର, ବିଜୟ କୁମାର, ଅଜିତ ସାହୁ): ଦୋଳପୂର୍ଣ୍ଣିମାର ପର୍ବ ସହ ଆରମ୍ଭ ହୋଇଥାଏ ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ ସହ ସବୁଠି ଶୁଭୁଛି ଘଣ୍ଟ ଘଣ୍ଟା ମାର୍ଦଲର ଶବ୍ଦ।ଆଉ ଭକ୍ତର ଦୁଃଖ ଦୂର କରିବାପାଇଁ ପ୍ରଭୁ ରାଧା ବିନୋଦ ଆସୁଛନ୍ତି ଭକ୍ତର…
Read More...

“ଦେଶଫାଲ ଲୋକକଳା ମହୋତ୍ସବ -୨୦୨୦” ଉଦଘାଟିତ

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ନୃତ୍ୟ ଗୀତର ମହାପାର୍ବଣ “ଦେଶଫାଲ ଲୋକକଳା ମହୋତ୍ସବ -୨୦୨୦” ଉଦଘାଟିତ ହୋଇଯାଇଛି । ମହାନଦୀ କୂଳରେ କଳାମଂଚରେ ଆୟୋଜିତ ୨ଦିନିଆ ମହୋତ୍ସବକୁ ରାଜ୍ୟ ବାଣିଜ୍ୟ,ପରିବହନ ଓ ଯୋଜନା ସମନ୍ୱୟ…
Read More...

ମାଲକାନଗିରି ଜିଲ୍ଲାରେ ମା ନାକଟେଶ୍ୱରୀଙ୍କ ଯାତ୍ରା ଆରମ୍ଭ

(ସୂର୍ଯ୍ୟକାନ୍ତ ବେହେରା)ମାଲକାନଗିରି: ମାଲକାନଗିରି ସହରର ପ୍ରସିଦ୍ଧ ଦେବୀ ମା ନାକଟେଶ୍ୱରୀଙ୍କ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଉଁଶ ଲାଠି ମାଆଙ୍କର ଯାତ୍ରା ସ୍ଥାନକୁ ଆସିଥିଲା। ସନ୍ଧ୍ୟାରେ ବାଉଁଶ ଲାଠି ସହ ବାଜା ବଜାଇ ବାଣ ଫୁଟାଇ ମାଆଙ୍କ…
Read More...

ଅଦିନିଆ ଝଡ଼ ବର୍ଷା ଛାରଖାର କରିଦେଲା ପାନବରଜ

(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ଗତ କାଲିର ଅଦିନିଆ ଝଡ଼ ବର୍ଷା ଛାରଖାର କରିଦେଲା ଅନେକ ପାନବରଜ ଚାଷ । ଚାଷୀ ଉପରେ ଦାଉ ସାଧିଲା ବର୍ଷା । ବର୍ଷ ବର୍ଷ ଧରି ଏହି ଅଞ୍ଚଳର ଅନେକ ପରିବାର ଏହି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଏହାକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। ବହୁ ଆଶା ନେଇ…
Read More...

ରଙ୍ଗ ପର୍ବ ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ…
Read More...

ହୋଲିକୁ ଦୃଷ୍ଟିରେ ରଖି ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ରାତି ପାହିଲେ ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି।ଏହି ପର୍ବକୁ ପାଳନ କରିବା ପାଇଁ ପିଲାଠୁ ବୃଦ୍ଧା ସମସ୍ତେ ଉତ୍ସାହିତ । ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛାର ବାର୍ତ୍ତା ବାଣ୍ଟିଥାନ୍ତି । ଏହି ପର୍ବକୁ ନଜରରେ ରଖି ୧୭ ଟି ସ୍ଥାନରେ ପିସିଆର ମୁତୟନ କରାଯିବ ।…
Read More...

ରାଜ୍ୟ ସଭା ଋଣ ସୁଝିଲା ବିଜେପି: କଂଗ୍ରେସ

(ଆଦର୍ଶ ରାଉତ)ଭୁବନେଶ୍ୱର: ଚାରୋଟି ରାଜ୍ୟ ସଭା ଆସନ ପାଇଁ ବିଜୁ ଜନତା ଦଳ ତରଫରୁ ତାରି ଜଣଙ୍କର ନାମ ଘୋଷଣା କରାଯାଇସାରିଛି। କିନ୍ତୁ ଶାସକ ବିଜୁ ଜନତା ଦଳ ପାଖରେ ସଂଖ୍ୟା ଦୃଷ୍ଟିରୁ ୩ଜଣ ପ୍ରାର୍ଥୀ ନିଦ୍ୱନ୍ଦରେ ରାଜ୍ୟ ସଭା ନିର୍ବାଚନ ଜିତୁଥିବା ବେଳେ ଚତୁର୍ଥ ପ୍ରାର୍ଥୀ ପାଇଁ ବିଜେଡ଼ି…
Read More...

ଟାଙ୍ଗରପଡା ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

(ବିଜୟ କୁମାର କାରୁଆ / ପାଟନା ) : କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ସଭାଗୃହ ରେ ଆନ୍ତର୍ଜାତିକ ମହିଳା ଦିବସ ଆଶପେୟାର ସ୍ୱଛା ସେବୀ ସଂଗଠନ ଦ୍ୱାରା ପାଳିତ ହୋଇ ଯାଇ ଛି। ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାଏକଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇଥିଲା ।…
Read More...