ଟ୍ରାଫିକ ପୋଲିସ ଟାର୍ଗେଟରେ ରୋଡ ରୋମିଓ

( ଆଦର୍ଶ ରାଉତ) : କମିସନର ପୋଲିସ ତରଫରୁ ଟ୍ରାଫିକ ଚେକିଂ କୁ କଡାକଡି କରିବା ପାଇଁ ଏକ ସ୍ପେଶାଲ ଡ୍ରାଇଭି ହାତତୁ ନେଇଛନ୍ତି । ଏନେଇ ଗତକାଲି ପୋଲିସ କମିସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆଜିଠାରୁ ୧ ମାସ ଯାଏଁ ଟ୍ରାଫିକ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଜନସାଧାରଣଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି ।