ଭଗବତୀ ମନ୍ଦିରରୁ ଲୁଟ

( ଜୟନ୍ତ କୁମାର ସେଠୀ): ମନ୍ଦିରରୁ ଲୁଟ । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତି ଆସି ମା ଭାଗବତୀଙ୍କ କବାଟ ଭାଙ୍ଗି ୪୦ ହଜାର ଟଙ୍କା , ୨ ଗୋଟିଏ ସୁନା ମୁକୁଟ ଲୁଟି ନେଇଛନ୍ତି । ମନ୍ଦିର ଦାୟିତ୍ୱରେ ଥିବା ମାଧିପୁର ଗ୍ରାମର ସୁକାନ୍ତ କୁମାର ପାଢୀ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।