Browsing Tag

kajal sundaray

ଚିତ୍ରକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

(ଜୟନ୍ତ କୁମାର ସେଠୀ / ଗୋପ) : ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ହେବ ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ସାମିଲ ହେବେ। ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ୟ୍ୟ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦ୍ରୁଷ୍ଟି ଦେଇ ଥିବା…
Read More...

ଓଡିଆ ପୁଅ ଚଣ୍ଡି ପ୍ରସାଦଙ୍କୁ ମିଳିଲା ପି ଭି ଏସ ଏମ

(ବ୍ୟୁରୋ) : ଓଡିଆ ପୁଅ ଚଣ୍ଡିପ୍ରସାଦଙ୍କୁ ପି ଭି ଏସ ଏମ । ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍୍ରପତି ରାମନାଥ କୋବିନ୍ଦ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ସହ ସମ୍ମାନିତ କରିଛନ୍ତି । ତାଙ୍କର ଉଲ୍ଲେଖନିୟ ସେବା ପ୍ରଦାନ କ୍ଷେତ୍ରରେ ଏହି ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଣଡି ପ୍ରସାଦ ଏବେ…
Read More...

ବଢୁଛି ଶୀତ

(ଭୁବନେଶ୍ୱର / ସ୍ୱରୁପା ମହାପାତ୍ର) : ଆଗକୁ ବଢ଼ିପାରେ ଶୀତ। ୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷେ, ରାଜ୍ୟରେ କୋହଲା ପାଗ ଓ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆଜି…
Read More...

ଦରବୃଦ୍ଧି ନେଇ ଵିଜେଡିର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

(ରାଇରଙ୍ଗପୁର /ସତ୍ୟ ନାରାୟଣ ପାଲ) : ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି ଅଭିଶେକ ପଟ୍ଟନାୟକ ଏବଂ ମହିଳା ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତଙ୍କ ନେତୃତ୍ବରେ ରାଇରଙ୍ଗପୁର…
Read More...

ବାରହା ଆକ୍ରମଣରେ ଚାଲିଗଲା ଜୀବନ

(ଢେଙ୍କାନାଳ) : ବାରହା ଆକ୍ରମଣରେ ଚାଲିଗଲା ଜୀବନ । ଧାନ କାଟିବାକୁ ବିଲକୁ ଯାଇଥିଲେ । କିନ୍ତୁ ସେ ଜାନୀନଥିଲେ ସେ ଫେରିବା ବେଳେ ତାଙ୍କୁ ମୃତ୍ୟୁ ଜଗି ବସିଛି । ବିଲରୁ ଫେରିବା ସମୟରେ ଜଙ୍ଗଲୀ ବାରହା ଆକ୍ରାମଣରେ ଜୀବନ ହାରିଲେ । ଏବଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ…
Read More...

ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ

(ପୁରୀ) : ଆସନ୍ତାକାଲି ଶ୍ରୀହରିଙ୍କ ବନକଲାଗି ନୀତି । ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥୀରେ ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଳନ କରାଯାଏ । ତେବେ ଏହି ନୀତି ପାଇଁ ଆସନ୍ତାକଲି ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।ଏହି ସମୟରେ ମହାପ୍ରଭୁଙ୍କୁ ସଧାରଣ ଭକ୍ତ ଦର୍ଶନ…
Read More...

ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ପଡିଲା ମହଙ୍ଗା

(ମୟୁରଭଞ୍ଜ) : ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଠେଙ୍ଗାରେ ପିଟି ପିଟି ମାରିଦେଲେ ମହିଳାଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ମଡ଼ାଉକା ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଲେ ମଡ଼ାଉକା ଗ୍ରାମର ରଥ ଧଳ (୪୦) । ସୂଚନାରୁ…
Read More...

ଦୋକାନ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ଦେବଗଡ) : ଦୋକାନ ସମ୍ମୁଖରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ଘର ଲୋକ ଆଣିଲେ ହତ୍ୟା ଅଭୀଯୋଗ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରେ । ମୃତ ଯୁବକ ଜଣକ ନିକଟସ୍ଥ ମଧ୍ୟପୁର ଗ୍ରାମର ୨୪ ବର୍ଷ ବୟସ୍କ ଅଂଶୁମାନ ଧଳ ବୋଲି ଜଣା ପଡିଛି ।…
Read More...

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭର ମୃତ

(ସୋନପୁର / ଓମ ପ୍ରକାଶ ମିଶ୍ର) : ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭର ମୃତ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଡ୍ୟାମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ଡ୍ରାଇଭରର ମୃତ୍ୟୁ ଘଟିଛି ।ମୃତ ଡ୍ରାଇଭର ଜଣକ ବରଗଡ଼ ଜିଲ୍ଲା ସୋହେଲା…
Read More...

ହାତୀ ପ୍ରଭାବିତ ଗାଁ ପରିଦର୍ଶନ କଲେ ବନ କର୍ମଚାରୀ

(ଓମ ପ୍ରକାଶ ମିଶ୍ର / ସୋନପୁର) : ହାତୀ ପ୍ରଭାବିତ ଗାଁ ପରିଦଶର୍ସନ କଲେ ବନ ବିଭାଗ । ହାତୀ ସୋନପୁର ସଦରବ୍ଲକ ଅନ୍ତର୍ଗତ ଖଲିଆପାଲି ଓ କୁଦୋପାଲି ଗ୍ରାମରେ ହାତୀ ଲୋକଙ୍କ ଘର ଭାଙ୍ଗିବା ସହ ଜନ ଜୀୀବନ ଅସ୍ତବ୍ୟସ୍ତ କଲାଣୀ । ଗ୍ରାମର ପ୍ରାୟ ୧୫ ଜଣ ଚାଷୀଙ୍କ ଧାନଫସଲ ଖାଇଥିବା ବନ ବିଭାଗକୁ…
Read More...