Browsing Tag

kajal sundaray

ସେକ୍ଟର ସ୍ତରୀୟ ସକ୍ରିୟ ଯକ୍ଷ୍ମା ଚିହ୍ନଟ କରଣ କାର୍ୟ୍ୟକ୍ରମ ଅନୁଷ୍ଠିତ

(ଓମ ପ୍ରକାଶ ମିଶ୍ର / ସୋନପୁର) : ସେକ୍ଟର ସ୍ତରୀୟ ସକ୍ରିୟ ଯକ୍ଷ୍ମା ଚିହ୍ନଟ କରଣ କାର୍ୟ୍ୟକ୍ରମ ଅନୁଷ୍ଠିତ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର ସୁବଳୟା ସ୍ବାସ୍ଥ୍ୟ କେନ୍ଦ୍ରରେ ସେକ୍ଟର ସ୍ତରୀୟ ସକ୍ରିୟ ଯକ୍ଷ୍ମା ଚିହ୍ନଟ କରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ହେରିଟେଜ ରାଇଡରେ ସାମିଲ ହେଲେ ଛାତ୍ରଛାତ୍ରୀ

(ଜୟନ୍ତ କୁମାର ସେଠୀ / ଗୋପ) : ହେରିଟେଜ ରାଇଡରେ ସାମିଲ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ନୀଳାଦ୍ରି ବେଳାଭୂମିରୁ ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟ ୩୪ ଜଣ ଛାତ୍ରଛାତ୍ରୀ ପ୍ରଥମେ ପୌର ସଂସ୍ଥାରେ…
Read More...

ରାତ୍ର ଜଗୁଆଳୀଙ୍କୁ ମାଡ ମାରି ଫାଟକ ଡେଇଁ ପଳାଇଲେ ଅନ୍ତେବାସୀ

(ରଜନୀକାନ୍ତ ପାତ୍ର / ହିଞ୍ଜିଳି) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବାଳକ ମାନଙ୍କ ପାଇଁ ଉଦ୍ଦିଷ୍ଟ ପର୍ୟ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ୬ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି । ସେଠାରେ କାର୍ୟ୍ୟରତ ରାତ୍ର ଜଗୁଆଳୀଙ୍କୁ ମାଡ ମାରି ଫାଟକ ଡେଇଁ ଚମ୍ପଟ ମାରିଥିବା ଜଣା ପଡିଛି ।…
Read More...

ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ ନିମନ୍ତେ ସଚେତନତା ରଥ

(ଜୟନ୍ତ କୁମାର ସେଠି / ଗୋପ) : ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶାନାମା ଅନୁଯାୟୀ ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ ଜାରି ରହିଛି । ଆସନ୍ତା ଜାନୁୟାରୀ ପହିଲା ପର୍ୟ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ…
Read More...

୫ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର

(ନୂଆଦିଲ୍ଲୀ) : ୫ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର ଭ୍ୟାକସିନ କୁ ଅନୁମତି ଦେଇଛି କାନାଡା । କରୋନାକୁ ନେଇ ଏହି ଦେଶ ସଦାବେଳେ ସଜାଗ ରହିଥିବା ଦେଖିବାକୁ ମିଳିଛି । ପୂର୍ବରୁ କୋଭିଡ୍‌ ଟିକାକୁ ନେଇ ଚର୍ଚ୍ଚାରେ ରହିଥିବା କାନାଡ଼ା ଏବେ ୫ରୁ ୧୧ ବର୍ଷୀୟ ପିଲାଙ୍କ ପାଇଁ ଫାଜର କୋଭିଡ୍‌…
Read More...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ

(ଭୁବନେଶ୍ୱର) : ଆଜି ପ୍ରକାଶ ପାଇଛି +୨ ପରୀକ୍ଷା ଫଳ । ଅଫଲାଇନରେ ଦେଇଥିବା ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ +୨ ର ପାସ ହାର ୬୮.୬୬ ପ୍ରତିଶତ ଥିବା ବେଳେ ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ଚଳିତବର୍ଷ କଳାରେ ଛାତ୍ରୀଙ୍କ ପାସ୍ ହାର…
Read More...

ଏସଆରସିଙ୍କ ନୂଆ ଗାଡଲାଇନ ! ଖୋଲା ମଞ୍ଚକୁ ହଁ

(ଭୁବନେଶ୍ୱର) : ଖୋଲା ମଞ୍ଚ କୁ ମିଳିଲା ଅନୁମତି । ଏସଆରସିଙ୍କ ନୂଆ ଗାଇଡଲାଇନ ଭିତରେ ଏବେ ଯାତ୍ରା , ଅପେରା , ଡ୍ରାମା , ମେଲୋଡି ପାଇଁ ଅନୁମତି ଦେଇଛି ରାଜ୍ୟସରକାର । କୋଭିଡ କଟକଣାରେ ରହି ସବୁ କାର୍ୟ୍ୟକ୍ରମ ଚାଲିବ ନିମନ୍ତେ ଆଜିଠାରୁ ଏହି ଗାଇଡଲାଇନ୍ ଲାଗୁ ହୋଇଛି। ଅନଲାଇନରେ କିମ୍ବା…
Read More...

ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶ ଦାତାଙ୍କ ହିଞ୍ଜିଳି ବ୍ଳକ ପରିଦର୍ଶନ

(ରଜନୀ କାନ୍ତ ପାତ୍ର / ହିଞ୍ଜିଳି) : ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶ ଦାତା କଲ୍ୟାଣୀ ମିଶ୍ର ହିଞ୍ଜିଳି ଗସ୍ତରେ ଆସି ଏହି ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ଅବସରରେ ଶ୍ରୀମତୀ ମିଶ୍ର ଶାସନ ଆମ୍ବଗାଁର ବିଭିନ୍ନ ପ୍ରକଳ୍ପ ତଥା ବର୍ୟ୍ୟବସ୍ତୁ…
Read More...

ମନରେଗା କାର୍ୟ୍ୟର ଦୁର୍ନୀତିକୁ ନେଇ ହିଞ୍ଜିଳି ବିଜେପି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ହିଞ୍ଜିଳି ବିଜେପି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ମନରେଗା ଯୋଜନାର ବ୍ୟାପକ ଦୁର୍ନୀତି ଓ ଅଦିନିଆ ବର୍ଷାରେ ଧାନ ଫସଲ ଏବଂ ପନିପରିବା କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ…
Read More...

ବାଇକରେ ପେଟ୍ରୋଲ ପକାଉଥିବା ବେଳେ ଅଘଟଣ, ନିଆଁ ଲାଗି ବାପା,ମା’ ଏବଂ ଝିଅ ଗୁରତର

(ରଜନୀ କାନ୍ତ ପାତ୍ର / ହିଞ୍ଜିଳି) : ବାଇକରେ ପେଟ୍ରୋଲ ପକାଇବା ବେଳେ ଅଘଟଣ । ନିଆଁ ଲାଗି ବାପା, ମା’ ଏବଂ ଝିଅ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାରାସିଙ୍ଗି ଥାନା ସମରବନ୍ଦ ଗାଁରେ । ଗୁରୁତର ସମସ୍ତଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା…
Read More...