Browsing Tag

kajal sundaray

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଡିସେମ୍ବର ୨୯ ରୁ ଧାନ ସଂଗ୍ରହ ଆରମ୍ଭ

(ହର ପ୍ରସାଦ ବିଷୋଇ / ଗଞ୍ଜାମ) : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ତତ୍ୱାବଧାନ ରେ ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଓଶ୍ଵାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଆସିଛି ପୋଢୁଆଁ ଭାର

(ଜୟନ୍ତ କୁମାର ସେଠୀ / ଗୋପ) : ଆସନ୍ତାକାଲି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ,…
Read More...

ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) : ରାଜ୍ୟରେ ଲକ୍ଷ ଲକ୍ଷ ଯୁବ ଶ୍ରମିକ ହାତକୁ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯାହାକି ହୃଦୟ ବିଦାରକ ।ସେମାନେ ଅସଂଗଠିତ ଶ୍ରମିକ ଭାବେ କାମ କରୁଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ…
Read More...

ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା

(ସୋନପୁର / ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁରର ବ୍ଲକ ଛକରେ ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଧକ୍କା ହୋଇଥିବା ବେଳେ ଏହି ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଫଳରେ ଆହତ ଯାତ୍ରୀ ମାନଙ୍କୁ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି…
Read More...

ବହୁ ଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ

(ଭୁବନେଶ୍ୱର) : ବହୁ ଚର୍ଚ୍ଚିତ ଭିମଟାଙ୍ଗୀ ପ୍ରିୟଙ୍କା ହତ୍ୟା ମାମଲାରେ ଚାର୍ଜସିଟି ଦାଖଲ କରିଛି କମିଶନରେଟ ପୁଲିସ । ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ପ୍ରେମିକ ଜଗନ୍ନାଥ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଚାର୍ଜସିଟ୍ ରେ ୫୧…
Read More...

ଘନ କୁହୁଡି ପାଇଁ ଚାଲିଗଲା ଜୀବନ

(କୋରାପୁଟ) : ଘନ କୁହୁଡି ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ଘନ କୁହୁଡିରେ କିଛି ନ ଦେଖା ଯିବା ହେତୁ ଗାଡି ଦୁର୍ଘଟଣା ଗସ୍ତ ହୋଇଥିଲା । ଆଉ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦାବୁଗୁଡା ନିକଟରେ । ମୃତ ଛାତ୍ର ଜଣକ…
Read More...

ବେଗୁନିଆପଡ଼ା ବ୍ଳକରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପିତ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

(ଗଞ୍ଜାମ / ହର ପ୍ରସାଦ ବିଷୋଇ) : ବେଗୁନିଆପଡ଼ା ବ୍ଳକ ସ୍ଥିତ ସୁମଣ୍ଡଳ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।ଏହି କାର୍ୟ୍ୟକ୍ରମ ରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଲୋକାର୍ପିତ…
Read More...

ସୋସିଆଲ ମିଡିଆରେ ପ୍ରେମ କରି ଫସିଲେ

(ରାଉରକେଲା) : ସୋସିଆଲ ମିଡିଆରେ ପ୍ରେମ କରି ଫସିଲେ । ନ।।ବଳିକାକୁ ପ୍ରେମ କରି ସାଙ୍ଗରେ ନେଇ ଫେରାର ହେଉଥିବା ବେଳେ ପଡିଗଲେ ପୁଲିସଙ୍କ ହାବୁଡରେ । ଆଉ ଏବେ ପୁଲିସ ହେପାଜତରେ । ସୂଚନା ଅନୁଯାୟୀ ଦୀର୍ଘ ବର୍ଷେ ତଳେ ପଞ୍ଜାବର ଜଣେ ଯୁବକଙ୍କ ସହ ରାଉରକେଲା ସେକ୍ଟର ଅଞ୍ଚଳର ଜଣେ ୧୪ବର୍ଷ…
Read More...

ଖଣିରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

(ଖୋର୍ଦ୍ଧା) : ଖଣିରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ । ତେବେ ହତ୍ୟା ନା ଅତ୍ମହତ୍ୟା ତାହା ଏ ଯାଏଁ ଜଣାପଡିନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତଗର୍ତ ଆଇସିଏଲ ତେଲ ଡିପୋ ରାସ୍ତା ନିକଟରେ ଥିବା ଏକ ପଥର ଖଣି ପୋଖରୀରେ । ଘଟଣାରୁ ପ୍ରକାଶ…
Read More...

ଶିକ୍ଷୟତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

(ସୋର) : ସୋସିଆଲ ମିଡିଆରେ ଶିକ୍ଷୟତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ଥାନାର ଦ୍ୱାରସ୍ଥ ହେଲେ ଶିକ୍ଷୟତ୍ରୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ଆଣିଛନ୍ତି…
Read More...