Browsing Tag

Hockey

ଆଜିଠାରୁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ

(ଶୁଭସ୍ମିତା ଦାଶ): ଆଜିଠାରୁ ଓମାନର ମସକାଟ୍ ଠାରେ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ସୁଲତାନ କାବୁସ୍ ସ୍ପୋର୍ଟସ କଂପ୍ଲେକ୍ସରେ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ଆୟୋଜକ ଓମାନ ସହିତ ମୁହାଁମୁହିଁ ହେବ। ଗତଥର ବିଜେତା…
Read More...

ପୁରୀ ବେଳାଭୂମୀରେ ମାସ୍କଟ ଓଲି ଉନ୍ମୋଚନ

(ଋିପୋର୍ଟସଟୁଡେ) : କଳିଙ୍ଗ ଷ୍ଟାଡିୟମରେ ଆଉ ୪୯ ଦିନପରେ ପୁରୁଷ ହକି ବିଶ୍ୱକପ ଅନୁଷ୍ଟିତ ହେବା । ଆଗରୁ ବିଶ୍ୱ ହକିକପର ପ୍ରସାର ଓ ପଚର ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ଯେମିତିକି ମାଇଁ ହାର୍ଟ ବିଟ୍ ଫର ହକି ଭଳି କ୍ୟାମ୍ପନିଗ କରି ହକି ପାଇଁ ଜନସାଧାରଣଙ୍କ ମନରେ କେତେ ଉତ୍ସାହ ଅଛି…
Read More...

ଆସନ୍ତା ୧୦ରେ ଉଦଘାଟନ ହେବ ହକି ଷ୍ଟାଡିୟମ

(ଆଦର୍ଶ ରାଉତ): ଆସନ୍ତା ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମ ଭିତରେ ଥିବା ହକ୍କି ଷ୍ଟାଡିୟମର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଏକ ପଦର୍ଶନୀ ହକି ମ୍ୟାଚର ଆୟୋଜନ କରାଯିବ । ଏହି ମ୍ୟାଚଟି ଦିଲ୍ଲୀପ ତିର୍କୀ – ୧୧ ଓ ଧନରାଜ ପିଲେ -୧୧ ଙ୍କ ମଧ୍ୟରେ ଖେଳାଯିବ । ଉଭୟ…
Read More...

ହକିବିଶ୍ୱ କପରେ ଦେଖିବାକୁ ମିଳିବ ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ

( ମମତା ସାମଲ): ଆଗକୁ ଆସୁଛି ହକି ବିଶ୍ୱକପ । ଓଡ଼ିଶାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହାର ପ୍ରକୃଷ୍ଠ ମାଧ୍ୟମ ହକି ବିଶ୍ୱକପକୁ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ପୁରୁଷ ହକି ବିଶ୍ୱକପରେ ଦେଖିବାକୁ…
Read More...

ହକି ବିଶ୍ୱ କପ୍ ପାଇଁ ପ୍ରସ୍ତୁତ ଭାରତୀୟ ହକି ଦଳ

(ଆଦର୍ଶ ରାଉତ) : ଆଗକୁ ଆସୁଛି ହକି ବିଶ୍ୱ କପ୍ ସେଥିପାଇଁ ୧୦ ଦିନ ହେବ କଳିଙ୍ଗ ଷ୍ଟାଡିୟମ ରେ ଅଭ୍ୟାସ କରୁଛନ୍ତି ଭାରତୀୟ ହକି ଦଳ । ଏ ନେଇ ଅଧିନାୟକ ଶ୍ରୀଯେଶ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି କି ଭାରତୀୟ ଖେଳାଳିମାନେ ନିଜକୁ ପଡିଆସହ ଖାପ ଖୁଆଇ ନିଜକୁ ଅଭ୍ୟସ୍ଥ କରିସାରିଲେଣି । ସେମାନେ…
Read More...

ହକି ବିଶ୍ୱକପ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

(ରିପୋର୍ଟସ ଟୁଡେ ): ଆଗକୁ ଆସୁଛି ହକି ବିଶ୍ୱକପ ସେଥିପାଇଁ ଆଜି ସଚ୍ଚିବାଳୟରେ ମୂଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ବିଡିଏ କମିଶନର କିଶାନ କୁମାର , ଡେବଲପ କମିଶନର ବାଲ କ୍ରିଷ୍ଣାନ, କ୍ରିଡା ସଚ୍ଚିବ ବିସାଲ ଦେବ, ଅଲ…
Read More...

ସେପ୍ଟମ୍ବର ୨୫ ରୁ ଭୂବନେଶ୍ୱରରେ ଆରମ୍ଭ ହେବ ‘ମାଇଁ ହାର୍ଟ ବିଟ୍ ଫର ହକି’

(ଆଦର୍ଶ ରାଉତ) : ଆସନ୍ତା ନଭେମ୍ଭର ମାସ ୨୮ ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ତା ପୂର୍ବରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ MY HEART BEATS FOR HOCKEY କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଆସନ୍ତା ସେପ୍ଟମ୍ବର ୨୫ରୁ ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ ହେବାକୁ ଜାଉଛି ମାଇଁ ହାର୍ଟ ବିଟ୍ ଫର…
Read More...

ଦର୍ଶକମାନେ ହେବେ ଆମ ପାଇଁ ଟୁଏଲ ମ୍ୟାନ

( ଆଦର୍ଶ ରାଉତ): ଆସନ୍ତା ନଭେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଗତ ୧୬ ତାରିଖଠାରୁ ଭାରତୀୟ ଦଳର ୧୫ ଜଣିଆ ଟିମ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଆଜି ଭାରତର ଅଧିନାୟକ ଶ୍ରୀ ଜେ ରବିଇନ୍ଦ୍ରମ୍ ଓ କୋଚ୍ ହରେନ୍ଦ୍ର ସିଂ ଗଣମାଧ୍ୟମକୁ କହିଛନ୍ତି ଏସିଆ କ୍ରୀଡାରେ…
Read More...

ବିଶ୍ୱ ହକି ବେଳେ ବୁଲିବ ଡ୍ରୋନ

(ଆଦର୍ଶ ରାଉତ) : ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ଏନେଇ ଗତକାଲିଠାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଟିମର ୨୫ ଜଣ ଖେଳାଳି । ବିଶ୍ୱକପକୁ ଲକ୍ଷ୍ୟରେ ରଖି କଳିଙ୍ଗଷ୍ଟାଡିୟମରେ ଅଭ୍ୟାସ କରିବା ଲାଗି ପହଞ୍ଚିଛନ୍ତି ଭାରତୀୟ ଟିମ୍ । ଯେହେତୁ…
Read More...

ଏସିଆନ ଗେମରେ ଓଡିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଜାକାର୍ତାରେ ଚାଲିଥିବା ଏସିଆନ ଗେମରେ ବ୍ରୋଞ୍ଜ ପଦକ ଏବଂ ରୌପ୍ୟପଦକ ହାସଲ କରିଥିବା ଓଡିଆ ବିଶ୍ୱପୁରୁଷ ଓ ମହିଳା ହକି ଖେଳାଳୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟଠାରେ ପୂର୍ବ ଘୋଷିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ୪ଜଣ ଓଡିଆ ମହିଳା ହକି ଖେଳାଳୀଙ୍କୁ…
Read More...