ବ୍ୟାସନଗର (ଟୁନା ଗୁରୁ) : ବ୍ୟାସନଗର ସର୍ବୋଜନିନ କାଳୀପୂଜା କମିଟି ଥାନା ଛକ ଚାନ୍ଦମା ମା ସାମା କାଳୀ ପୂଜା ପାଇଁ ମାଟି ଉଠାନଅ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜକ ସତ୍ୟ ପଣ୍ଡା ପୁଜା ବିଧି ଆରମ୍ଭ ହୋଇଯାଏ ଦିନ ଗୋଟେ ସମୟରେ ଚାନ୍ଦମା ମଶାଣି ପ୍ରନୋଗଣରୁ ମାଟି ଉଠା କାର୍ଯ୍ୟ କର୍ମ ହୋଇଥିଲା । ସଭାପତି ସୁବ୍ରତ କୁମାର ଚକ୍ର ତାଙ୍କ ନେତୃତ୍ଵରେ ପରିଚାଳିତ ହୋଇଥିବା ବେଳେ କମିଟିର ମୂଖ୍ୟ ସଦସ୍ୟ ଭାବେ ଉପ ସଭାପତି ସୁଶୀଲ କୁମାର ମଲ୍ଲିକ ଓ ସେକେଟ୍ରି ପ୍ରଶାନ୍ତ ସାହୁ ଆସିଷ୍ଟାଣ୍ଟ ସେକେଟ୍ରୀ ଶିଶିର ନାୟକ କୋଷାଧ୍ୟକ୍ଷ ପ୍ରମୋଦ ଦାସ ଓ ଶାନ୍ତି କମିଟି ପ୍ରଶାନ୍ତ କୁମାର ମଲ୍ଲିକ ସବୁ ସଦସ୍ୟ ଉପସ୍ଥିତ ରହିଥିଲେ ।