( ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ବନାଞ୍ଚଳ ବାରକୋଟିଆ ରେନଖସଡା ଜଙ୍ଗଲରେ ହାତୀ ସାବକର ମୃତଦେହ ଉଦ୍ଧାର କରାଯାଇଛି । ହାତୀ ସାବକର ଆନୁମାନିକ ବୟସ ୧ ମାସ ବୋଲି ଜଣାପଡିଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।