ବର୍ଷ ତମାମ ବନ୍ଦ ପଡିରଛି ସୋଲାର ପାଣି

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହି ରାଜୁ ଗ୍ରାମ ପଞ୍ଚାୟତ ସରୁପଡା ପେଟୁପିଡିଆ ଓ ମୁଛଳୋପଡା ପାଣି ପାଇଁ ଡହୋଳ ବିକଳ ଖରା ବଢ଼ିବକ୍ଷ ସାଙ୍ଗକୁ କନ୍ଧମାଳ ଜିଲ୍ଲା ରେ ପାଣିର ସମସ୍ୟା ଦେଖିବାକୁ ମିଳିଛି ନଦୀ ନାଳ ଶୁଖିବାକୁ କୁ ମଧ୍ୟ ଲାଗିଲାଣି କ୍ଷ କନ୍ଧମାଳ ଜିଲ୍ଲା ରେ ଦୁର୍ଗମଅଞ୍ଚଳ ରେ ପାଣିର ସମସ୍ୟା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି କ୍ଷ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ର ପେଟୁପିଡ଼ିଆ ଗ୍ରାମ ରେ ସୋଲାର ପାଣି ଦୁଇ ବର୍ଷ ହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ଗ୍ରାମ ରେ ବସିଥିଲା ଗୋଟାଏ ବର୍ଷ ଏହି ସୋଲାର ପାଣି ଚଲେଇବା ପରେ ସୋଲାର ଟି ଖରାପ ହୋଇ ଯାଇଥିଲା ବର୍ତମାନ ଗୋଟାଏ ବର୍ଷ ହେଲା ପାଣି ବନ୍ଦ ହୋଇଛି କ୍ଷ ଏହି ଗ୍ରାମରେ ପାଞ୍ଚଟି ସାହି ର ୫୦ ରୁ ଉର୍ଦ୍ଧ୍ବଘର ଓ ୭୦୦ ରୁ ଅଧିକ ଜନସଂଖ୍ୟା ଏହି ସୋଲାର ପାଣି ଉପରେ ନିର୍ଭର କରୁଛନ୍ତି କ୍ଷ ଗୋଟାଏ କୂଅ ଅଛି ତାହା ଖରା ଦିନେ ଶୁଖି ଯାଉଛି କ୍ଷ ପାଣି ପାଇଁ ମୋଚରପଡା, ସରୁପଡ଼ା, ଟିଗିରିପଘା, ମାଡିପଡ଼ା , ପାଚଟିସାହି ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି ଜ୍ଝପାଣି ସମସ୍ୟାର ସମାଧାନ ପାଇଁ ପେଟୁପିଡ଼ିଆ ଗ୍ରାମ ପାଇଁ ସରପଞ୍ଚ କେଶବ କହଁର ବହୁ ବାର ପ୍ରଶାସନ କୁ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ।