ଗୁଣିଆ ପାଖରୁ ଆୟୁର୍ବେଦିକ ଔଷଧ ଖାଇ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ
ଆୟୁର୍ବେଦିକ ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ନେଡିପାଙ୍ଗା ଗ୍ରାମରେ। ସନ୍ତାନ ପ୍ରାପ୍ତି ପାଇଁ ବର୍ଷ ବର୍ଷ ଧରି ପ୍ରୟାସ କରି ବିଫଳ ହେବା ପରେ, ଜଣେ ସ୍ଥାନୀୟ 'ଗୁଣିଆ'ଙ୍କ ଠାରୁ ନିଆଯାଇଥିବା…
Read More...
Read More...