ଲଳିତ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବାରାଣାସୀ ସଂସଦୀୟ କ୍ଷେତ୍ର ପାଇଁ ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ଦାୟିତ୍ୱ । ପୋଲିସ ପର୍ୟ୍ୟୟବେକ୍ଷକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଲଳିତ ହେଉଛନ୍ତି ଓଡ଼ିଶା କ୍ୟାଡର ଓଚଝ ଆଇପିଏସ ଅଧିକାରୀ । ସେ ଏବେ ଆଡସିନାଲ ଊଏ ପଦରେ ଅବସ୍ଥାପିତ ଅଛନ୍ତି । ଓଡ଼ିଶା ପୋଲିସ ହାଉସିଂ େଓ୍ଵଲଫେୟାର ନିଗମ-ଙଚଐଡଉର ଉଗଊ ଅଛନ୍ତି ଲଳିତ ଦାସ । ବାରାଣାସୀ ଲୋକସଭା ଆସନରେ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମେ ୧୯ ତାରିଖରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ତିନିଟି ବିଭାଗରେ ପର୍ୟ୍ୟନବେକ୍ଷକ ନିଯୁକ୍ତ ହୋଇଥାଆନ୍ତି । ଜଣେ ପ୍ରଶାସନିକ, ଜଣେ ପୋଲିସ ଓ ଜଣେ ନିର୍ବାଚନୀ ବ୍ୟୟ ଅଟକଳ ଯାଞ୍ଚ ପାଇଁ ପର୍ୟ୍ୟନବେକ୍ଷକ ଭାବେ ନିଯୁକ୍ତି ପାଇଥାଆନ୍ତି ।