(ଦୀପକ କୁମାର ): ଯାଜପୁର ଜିଲ୍ଲା ଜେନାପୁର ଥାନା ପରିସରରେ ଦୁଇଦିନ ଧରି ଆୟୋଜିତ ହୋଇଛି ନିଶୁଳ୍କ ଯୋଗ ଶିବିର । ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଛି । ପତଞ୍ଜଳିର ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁ ଏହି ଶିବିରରେ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗର ପ୍ରଶିକ୍ଷଣ ଦେଇଥିଲେ । ବିଭିନ୍ନ ଅଚଂଳରୂ ବହୁ ମାନ୍ୟଗନ୍ୟ ବ୍ୟକ୍ତି , ଯୁବ ଗୋଷ୍ଠୀ ଓ ଛାତ୍ର ଛାତ୍ରୀ ଏହି ଯୋଗ ଶିିବରରେ ଅଂଶଗ୍ରହଣ କରିଥିଲେ ।