(ଜୟନ୍ତ କୁମାର ସେଠୀ): ଅ।ମ୍ଵେଦକର ପାର୍ଟି ଅଫ ଇଣ୍ଡିଆ ର ରାଜ୍ୟ କାର୍ୟ୍ୟାକରିଣୀ ବୈଠକ ପିପିଲିର ତରାକାଜ ସ୍ଥିତ ତାରା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କୁ ପାର୍ଟିର ରାଷ୍ଟ୍ରୀୟ ସଂପାଦକ ବିଜୟ କୁମାର ବେହେରା ଅ।ନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ୟ୍ୟକାରିଣୀ ବୈଠକ ରେ ପାର୍ଟିର ଓଡିଶା ରାଜ୍ୟ ସଭାପତି ଦିନେଶ ନାଗ, ସଂପାଦକ ବିନୟ ଓସେନ, ଉପସଭାପତି ବିଜୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଅ।ଗାମୀ ସାଧାରଣ ନିର୍ଵାଚନ ରେ ୧୪୭ ବିଧାନ ସଭା ଓ ୨୧ ଟି ଲୋକସଭା ଅ।ସନରେ ପ୍ରତିଦ୍ଵନ୍ଦିତା କରିବ ବୋଲି ଘୋଷଣା କରିଛିନ୍ତି । ଏହି ବୈଠକ ରେ ଅ।ଠ ଗୋଟି ଜିଲ୍ଲାର ନେତୁତ୍ଵ ମାନେ ଯୋଗ ଦେଇ ୨୦୧୯ ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରିଥିଲେ .