ଜୁଆ ଆଡା ଉପରେ ଚଢାଉ ୯ ଜଣ ଗିରଫ ଓଡିଶା By Reporters Today Bureau On Oct 29, 2018 Share ( ଆଦର୍ଶ ରାଉତ) : ପୂଜା ସମୟରେ ଜୁଆ ଖେଳାଳୀ ଙ୍କ ଜୁଆ ଆଡା ଖୁବ ଜମୁଛି । ଆଜି ୟୁନିଟ ୯ ଅଚଂଳ ରେ ଏକ ଜୁଆ ଆଡା ଉପରେ ଚଢାଉ କରି ଖାରବେଳ ନଗର ପୋଲିସ ୯ ଜଣ ଜୁଆ ଖେଳାଳି ଙ୍କୁ ଗିରଫ କରିଛି । ଗିରଫ ସମୟରେ ୧ ଲକ୍ଷ୍ୟ ୩୯ ହଜାର ଟଙ୍କା ଜବତ କରିଛି । bbsrOdishareporterstoday Share FacebookTwitterGoogle+ReddItWhatsAppPinterestEmail