( ସର୍ବେଶ୍ୱର ପାତ୍ର): ପୁଣି ଦନ୍ତା ନେଲା ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରାମନାଲି ଠାରେ ଦନ୍ତା ହାତୀ ଆକ୍ରମଣ ରେ ଜଣେ ଚାଷୀ ମୃତ । ମୃତ ଚାଷୀ ହେଉଛନ୍ତି ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଵାଉରିବନ୍ଧୁ ସାହୁ ।
ଆଜି ସକାଳେ ରାମନାଳୀ ବାଇଗଣ ବାଡ଼ିକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଶିକାର ହୋଇଥିଲେ ବାଉରିବନ୍ଧୁ ।ସେପଟେ ହାତୀ ପାଲା ସ୍ଥାନୀୟ ଅଂଚଳ ରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଗାଁ ନିକଟରେ ହାତୀପଲ ଥିବା ରୁ ଲୋକେ ଆତଙ୍କିତ ଅବସ୍ଥା ରେ ଅଛନ୍ତି । ବାଉରୀ ବନ୍ଧୁ ପରିବାର କୁ କ୍ଷତି ପୂରଣ ଦାବି କରିଛନ୍ତି ଗ୍ରାମବାସି କ୍ଷ ଘଟଣା ସ୍ଥଳ ରେ ବନ ବିଭାଗ କର୍ମଚାରୀ ପହଂଚିଛନ୍ତି ।