ସୈନିକ ହଷ୍ଟେଲ ଉଦଘାଟନ କଲେ ଡିଜି ଆରପି ଶର୍ମା

(ଆଦର୍ଶ ରାଉତ): ୬ ନଂ ଓଏଏସପି ବାଟାଲିୟନ କଟକ ରେ ଡିଜି ଆରପି ଶର୍ମା ୧୦୦ ବ୍ୟାରେକ ବିଷିଷ୍ଟ ଏକ ସୈନିକ ହଷ୍ଟେଲ ଉଦଘାଟନ କରିଛନ୍ତି ।

ଏହି ହଷ୍ଟେଲ ହେବା ପାଇଁ ଆଗରୁ ଯୋଜନା ହୋଇଥିଲା ଓ ଅନେକ ଦିନ ହେବ ଏହାର କର୍ଯ୍ୟ ଚାଲି ରହିଥଲା । ଆଜି ସବୁ ଯୋଜନା ଅନ୍ତ ଘଟିଛି କଟକ ରେ ଅନୁଷ୍ଟିତ ହୋଇଯାଇଛି ଏହି ହଷ୍ଟେଲ । ଏହା ଦ୍ୱାରା ଅନେକ ସୈ÷ନିକ ଉପକୃତ ହେବେ । ଆଗରୁ ଅନେକ ବାଟଲିୟନରେ ହଷ୍ଟେଲ ହୋଇଥିବା ବେଳେ ଆଜି କଟକରେ ଆରମ୍ବ ହୋଇଛି ଓ ଆଗକୁ ସବୁ ବାଟାଲିୟନରେ ମଧ୍ୟ ହଷ୍ଟେଲ ହେବାର ଲକ୍ଷ୍ୟ ରଖାଯାଇଛି ।