(ରିପୋର୍ଟସ ଟୁଡେ) : ଭାରତ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ସର୍ବଭାରତୀୟ ସମ୍ମୀଳନୀରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହି ବିଭାଗରେ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସ୍ୱାସ୍ଥ୍ର ସେବା ପ୍ରଦର୍ଶନ କରି ଓଡ଼ିଶା ସମଗ୍ର ଭାରତ ବର୍ଷରେ ଦ୍ୱତୀୟ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ।
ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ସ୍ୱାସ୍ଥ୍ର୍ୟ କର୍ମଚାରୀଙ୍କୁ ଶୁଭେଚ୍ଛ ଜଣାଇବା ସହ ଆଗକୁ ଏହି ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇେଦେବା ପାଇଁ ପ୍ରେତ୍ସାହନ ଦେଇଛନ୍ତି । ତା ସହ ବିଜୁ ସ୍ୱାସ୍ଥ୍ୟ ଯୋଜନା କିପରି ଘରେ ଘରେ ପହଚିଂପାରିବ ତା ଉପରେ ଆଲୋକପାତ କରିଥିଲେ ।