(ନରୋତ୍ତମ ପଣ୍ଡା): ବଲାଙ୍ଗିର ଜିଲ୍ଲା ର କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ସ୍ଥାନୀୟ ୍ର ଅଚଂଳରେ ବନ୍ଦ ପାଳନ କରାଯାଇଛି । ଅଚଂଳର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ବନ୍ଦକୁ ସମସ୍ତ ସାମାଜିକ ସଂଗଠନ, ବ୍ୟବସାୟୀ ସଂଗଠନ, ଓଳିଲ ସଂଗଠନ, ପ୍ରଭୃତି ଜିଲ୍ଲା ଦାବି ନେଇ ବନ୍ଦ ପାଳନକୁ ସମର୍ଥନ କରିଥିଲେ ।
କଣ୍ଟାବାଞ୍ଚିର ଭୈøଗଳିକ ପରିସୀମା ଯଥେଷ୍ଟ ରହିଛି ତା ସହ , ରାଜସ୍ୱ । ପରିଣାମ , ଶିକ୍ଷା, ସ୍ୱାସ୍ଥ୍ୟ ସରକାରୀ କାର୍ଯ୍ୟାଳୟ,ବାଣିଜ୍ୟ ବ୍ୟବସାୟ ସହ ଶହରର ଗମନାଗମନର ମୁଖ୍ୟ ଦାୟିତ୍ୱ ତୁଲାଇଥିବାରୁ ଜିଲ୍ଲା ମାନ୍ୟତା କାହିଁକି ପାଉନି ବୋଲି ସହର ବାସୀ ପ୍ରଶ୍ନ ଉଠାଇଛନ୍ତି । ଏନେଇ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ଯୋରଦାର କରାଯିବ ବୋଲି ସ୍ଥାନୀୟ ବାସିନ୍ଦ ଚେତାବନି ଦେଇଛନ୍ତି ।