Browsing Category

ଭାରତ

ଆସାମରେ ଚା ବଗିଚା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଶ୍ରମିକଙ୍କ ସହ କଲେ ଆଲୋଚନା

Assam: ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରର ଅଂଶ ଭାବେ ଏକ ଚା ବଗିଚା ପରିଦର୍ଶନ କରି ନିଜ ଦିନର ଆରମ୍ଭ କରିଥିଲେ। ବୁଧବାର ସକାଳେ ସେ ଚା ବଗିଚାକୁ ପହଞ୍ଚି ମହିଳା ଶ୍ରମିକମାନଙ୍କ ସହ ଚା ପତ୍ର ତୋଳିବାରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଶ୍ରମିକମାନଙ୍କ…
Read More...

ଦେଶରେ ବଢ଼ିଲା ପ୍ରିମିୟମ୍ ଡିଜେଲ ଦାମ, ଲିଟର ପିଛା ୧.୫୦ ବୃଦ୍ଧି

New Delhi: ଦେଶବ୍ୟାପୀ ଭାବେ ପ୍ରିମିୟମ୍ ଇନ୍ଧନ ଦାମରେ ପୁଣିଥରେ ବୃଦ୍ଧି ଦେଖାଯାଇଛି। ପ୍ରିମିୟମ୍ ପେଟ୍ରୋଲ ପରେ ଏବେ ପ୍ରିମିୟମ୍ ଡିଜେଲ ମଧ୍ୟ ମହଙ୍ଗା ହୋଇଛି। ତୈଳ କମ୍ପାନୀମାନେ ସୋମବାର ରାତି ୧୨ଟାରୁ ପ୍ରିମିୟମ୍ ଡିଜେଲ ଦାମ ପ୍ରାୟ ୧.୫୦ ଟଙ୍କା ପ୍ରତି ଲିଟର ବଢ଼ାଇଥିବା ସୂଚନା…
Read More...

ଲୋକସଭାରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍‌ ଆଗତ, ଅମରାବତୀକୁ ରାଜଧାନୀ ମାନ୍ୟତା ପ୍ରସ୍ତାବ

New Delhi: ଲୋକସଭାରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍‌ ଆଗତ ହୋଇଛି, ଯାହାରେ ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ଆଇନଗତ ମାନ୍ୟତା ଦେବା ପାଇଁ ବିଧିବଦ୍ଧ ପ୍ରସ୍ତାବ ରହିଛି। ଏହି ବିଲ୍‌ ପାସ୍‌ ହେଲେ ଅମରାବତୀର ରାଜଧାନୀ ସ୍ଥାନ ସ୍ପଷ୍ଟ ହେବ। ଏହି ପଦକ୍ଷେପ ଆନ୍ଧ୍ର ପ୍ରଦେଶର…
Read More...

IPL ପରେ ଟିମ୍ ଇଣ୍ଡିଆର ବ୍ୟସ୍ତ ସୂଚୀ: ୩୦ ଦିନରେ ୧୦ଟି T20 ମ୍ୟାଚ୍

ଆଜିକାଲି କ୍ରିକେଟ ଜଗତରେ IPL ୨୦୨୬ କୁ ନେଇ ଭାରି ଚର୍ଚ୍ଚା ଚାଲିଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀମାନେ ଇଣ୍ଡିଆନ ପ୍ରିମିୟର ଲିଗକୁ ମନଭରି ଉପଭୋଗ କରୁଛନ୍ତି। କିନ୍ତୁ IPL ଶେଷ ହେବା ପରେ ମଧ୍ୟ କ୍ରିକେଟର ରୋମାଞ୍ଚ କମିବ ନାହିଁ। IPL ପରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ୩୦ ଦିନ ମଧ୍ୟରେ…
Read More...

ପେଟ୍ରୋଲ-ଡିଜେଲ ଦାମ ବଢିବାର ଆଶଙ୍କା ନାହିଁ: ୨ ମାସର ତୈଳ ମଜୁତ ରହିଛି

New Delhi: ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣକୁ ନେଇ ସରକାର ପକ୍ଷରୁ ବଡ ସୂଚନା ଆସିଛି। ବିଭାଗୀୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ପ୍ରାୟ ୨ ମାସ ପାଇଁ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମଜୁତ ରହିଛି। ଏହା ସହ ସରକାର ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିଥିବାରୁ ଆଗାମୀ ଦିନରେ…
Read More...

ସାଇବର ଠକେଇ ବିରୋଧରେ କେନ୍ଦ୍ରର ‘ଡିଜିଟାଲ ଷ୍ଟ୍ରାଇକ୍’: ୮୩ ହଜାର WhatsApp ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ବଡ଼ ପଦକ୍ଷେପରେ ହଜାର ହଜାର ଆକାଉଣ୍ଟ ଓ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସାଇବର ଫ୍ରଡ୍ ସହ ସମ୍ପୃକ୍ତି ଥିବାରୁ ପ୍ରାୟ ୮୩ ହଜାର ୮୬୭ଟି WhatsApp ଆକାଉଣ୍ଟ ବ୍ଲକ୍ କରାଯାଇଛି। ଗୃହମନ୍ତ୍ରାଳୟର ସାଇବର ଶାଖା…
Read More...

ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର

New Delhi: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା Sonia Gandhiଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଲକ୍ଷଣୀୟ ସୁଧାର ଦେଖାଯାଇଛି। ବରିଷ୍ଠ ଡାକ୍ତରୀ ଟିମ୍‌ର ଅନୁମୋଦନ ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁସାରେ, ଜ୍ୱର ହେବାରୁ ମାର୍ଚ୍ଚ ୨୪ ତାରିଖ ରାତିରେ ତାଙ୍କୁ Sir…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

ଆଜି ସଂସଦ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦେଇଥିବା ବିବାଦୀୟ ବୟାନକୁ ନେଇ ଚାରିଆଡୁ ସମାଲୋଚନା କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପରେ ଦିଲ୍ଲୀପ ରାୟଙ୍କ ମଧଯ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି ଆଉ କହିଛନ୍ତି ।…
Read More...

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ଖସିଲା ଶେୟାର ବଜାର ।

ସୋମାବାର ପୁଣିଥରେ ଖସିଛି ଶେୟାର ବଜାର । ଇରାନ୍‌, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି ପୁଣିଥରେ ଖସିଛି ଭାରତୀୟ ଷ୍ଟକ୍ ବଜାର । ସୂଚନା ଅନୁଯାୟୀ ବିଏସ୍‌ଇର ୩୦- ଶେୟାର , ସେନ୍‌ସେକ୍ସର ୧୦୧୮ ପଏଣ୍ଟ ହ୍ରାସ ପାଇ ୭୨୫୬୫ରେ ପହଞ୍ଚିଛି । ସେହିପରି…
Read More...

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ବଡ ଖବର ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଏବେ ଦେଶରେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । ଦେଶବ୍ୟାପୀ ଲକ୍ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ ମତ ଗ୍ରହଣ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦୃଢ଼ ଭାବରେ କହିଛନ୍ତି ଯେ…
Read More...