Browsing Category

ଭାରତ

ଭାରତ ସହ ସମ୍ପର୍କ ସୁଧାରିବାକୁ ବିସିବିର ଚେଷ୍ଟା, ସିରିଜ୍ ଓ ଏସିଆ କପ୍ ଉପରେ ସଙ୍କଟ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ପାଇଁ ୨୦୨୬ ମସିହାର ଆରମ୍ଭ ଅନେକ ସମସ୍ୟା ସହ ହୋଇଛି। ବିଶ୍ୱକପ୍ ହାତରୁ ଖସିଯିବା ପରେ ଏବେ ଆଉ ଗୋଟିଏ ଦ୍ୱିପାକ୍ଷିକ ସିରିଜ୍ ଏବଂ ଏକ ବଡ ଟୁର୍ଣ୍ଣାମେଣ୍ଟ ଉପରେ ସଙ୍କଟର ମେଘ ଘନିଭୂତ ହେଉଛି। ଏହି ପରିସ୍ଥିତିରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଭାରତ…
Read More...

ଉପନେତା ପଦ ହଟିବା ପରେ ରାଘବ ଚଢାଙ୍କ ପ୍ରତିକ୍ରିୟା: “ମୋ ନୀରବତାକୁ ହାର ଭାବିବେ ନାହିଁ”

ନୂଆଦିଲ୍ଲୀ: ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସାଂସଦ ରାଘବ ଚଢା ସୋସିଆଲ ମିଡିଆରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। “ମୋ ନୀରବତାକୁ ହାର ଭାବିବେ ନାହିଁ” ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଘବ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ ମିନିଟ୍ ୧୮…
Read More...

ଲୋକସଭାରେ ବଡ଼ ପରିବର୍ତ୍ତନ: ଆସନ ୮୧୬ କୁ ବଢ଼ିବ, ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ବିଲ୍

ନୂଆଦିଲ୍ଲୀ: ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଲୋକସଭାର ଆସନ ସଂଖ୍ୟାକୁ ୫୪୩ରୁ ବଢ଼ାଇ ୮୧୬ କରିବା ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି। ଏନେଇ ସଂସଦୀୟ…
Read More...

ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଆଇନ-ଶୃଙ୍ଖଳା ନେଇ ଗୁରୁତର ଚିନ୍ତା

New Delhi: ପଶ୍ଚିମବଙ୍ଗରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ସୁପ୍ରିମ୍ କୋର୍ଟ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ମାଲଦା ଜିଲ୍ଲାରେ SIR (Special Intensive Revision) କାମରେ ନିୟୋଜିତ ୩ ଜଣ ମହିଳା ଅଧିକାରୀଙ୍କୁ ଆକ୍ରମଣ ଘଟଣା ପରେ କୋର୍ଟ ଏହାକୁ ଗଭୀର ଭାବେ ଗ୍ରହଣ କରିଛନ୍ତି।…
Read More...

ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ, କହିବା ଅଧିକାର ମଧ୍ୟ ସୀମିତ

New Delhi: ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦ Raghav Chadhaଙ୍କ ବିରୁଦ୍ଧରେ ବଡ଼ ପଦକ୍ଷେପ ନିଆଯାଇଛି। ଦଳ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦେଇଥିବା ସହିତ ସଂସଦରେ କହିବା ଅଧିକାରକୁ ମଧ୍ୟ ସୀମିତ କରିଛି। ତାଙ୍କ ସ୍ଥାନରେ ଆପ ସାଂସଦ Ashok Mittalଙ୍କୁ ନୂତନ ଉପନେତା…
Read More...

ଲଞ୍ଚ ହେଲା ଆର୍ଟେମିସ୍-୨ ମିଶନ, ୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ମାନବ ଯାତ୍ରା

New Delhi: ଆମେରିକାର ଅନ୍ତରିକ୍ଷ ସଂସ୍ଥା NASA ପକ୍ଷରୁ ସବୁଠୁ ମହତ୍ତ୍ୱାକାଂକ୍ଷୀ ଆର୍ଟେମିସ୍-୨ ମିଶନକୁ ସଫଳତାର ସହ ଲଞ୍ଚ କରାଯାଇଛି। ୫୩ ବର୍ଷ ପରେ ପୁଣିଥରେ ମାନବ ଚନ୍ଦ୍ର ନିକଟକୁ ଯାତ୍ରା କରୁଥିବାରୁ ଏହା ଐତିହାସିକ ମିଶନ ଭାବେ ଦେଖାଯାଉଛି।ଫ୍ଲୋରିଡାର Kennedy Space Centerରୁ ୪…
Read More...

ପେଟ୍ରୋକେମିକାଲ୍‌ରେ କଷ୍ଟମ୍ସ ଶୁଳ୍କ ଛାଡ଼, ଏଲପିଜିରେ କଠୋର ନିୟମ—କେନ୍ଦ୍ରର ଦ୍ୱିମୁଖୀ ପଦକ୍ଷେପ

New Delhi: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ପରିପ୍ରେକ୍ଷିତରେ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବାବେଳେ, ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଜୁନ୍ ୩୦, ୨୦୨୬ ପର୍ଯ୍ୟନ୍ତ ପ୍ରମୁଖ ପେଟ୍ରୋକେମିକାଲ୍…
Read More...

ପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।

୨୦୨୬େ ରେ ପାକିସ୍ତାନର ସମସ୍ତ ପୋଲ ଖୋଲିଯାଇଛି ଏପରିକି ଅନ୍ତର୍ଜାତିୟ ସ୍ତରରେ ମଧ୍ୟ ଅନେକ ନିନ୍ଦା ଉଠାଇଛନ୍ତି ପାକିସ୍ତାନ ଖେଳାଳି ତେବେ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଏହି ଘଟଣା ଗୁଡିକରେ ଟୁର୍ଣ୍ଣାମେଣ୍ଟର ପ୍ରଥମ…
Read More...

ଆଇପିଏଲ ୨୦୨୬ରେ ପଞ୍ଜାବର ଜବରଦସ୍ତ ବିଜୟ, କୁପର କୋନୋଲି ହେଲେ ହିରୋ; ଶ୍ରେୟସଙ୍କୁ ଫାଇନ୍

New Delhi: ଚାଲିଥିବା ଆଇପିଏଲ ୨୦୨୬ ସିଜିନ୍ ଆରମ୍ଭରୁ ହିଁ ରୋମାଞ୍ଚର ସର୍ବୋଚ୍ଚ ସୀମାକୁ ପହଞ୍ଚିଛି। ପ୍ରତ୍ୟେକ ମ୍ୟାଚ୍‌ରେ ବ୍ୟାଟରମାନେ ବଡ଼ ସ୍କୋର କରୁଥିବାବେଳେ ବୋଲରମାନେ ମଧ୍ୟ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ରୋମାଞ୍ଚକର କରି ରଖୁଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ…
Read More...

କୁଏତରୁ ୨୦ ମୃତଦେହ କୋଚିକୁ ଆଣାଗଲା, ଯୁଦ୍ଧ ପରିସ୍ଥିତିରେ ବିଳମ୍ବ

Kerla: କୁଏତରେ ବିଭିନ୍ନ ଘଟଣାରେ ମୃତ୍ୟୁବରଣ କରିଥିବା ୨୦ ଜଣଙ୍କ ମୃତଦେହ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆଣାଯାଇଛି। କୁଏତ ଏୟାରୱେଜର ବିଶେଷ ବିମାନ ଦ୍ୱାରା ଏହି ମୃତଦେହଗୁଡ଼ିକୁ କୁଏତରୁ କଲମ୍ବୋ ମାର୍ଗରେ କୋଚିକୁ…
Read More...