Browsing Category

ଭାରତ

ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ

୨୮୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ, ଆଜି ସନ୍ଧ୍ୟାରେ ୨୮୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ରାଜ୍ୟରେ ମୋଟ ୨୯୪ଟି ବିଧାନସଭା ଆସନ ଅଛି। ଲୋକସଭା ନିର୍ବାଚନରେ ​​ପରାଜିତ ହୋଇଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ…
Read More...

ଜିଡିଟାଲେ ପେମେଣ୍ଟ କ୍ଷେତ୍ରରେ ଏପ୍ରିଲି ପହିଲାରୁ ହେବ ବଡ ପରିବର୍ତ୍ତନ ।

ଏପ୍ରିଲ୍ ମାସରୁ ଡିଜିଟାଲ ଟ୍ରାଞ୍ଜାକ୍‌ସନରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଏହି ଦିନଠାରୁ ଡିଜିଟାଲ କାରବାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ । ଏବେକା ଯୁଗରେ ଠକେଇ ପରିମାଣ ଦ୍ରୁତ ଗତିରେ ବଢି ଚାଲୁଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରିବାକୁ…
Read More...

ନିଜ ଘରେ ପେଟ୍ରୋଲ ରଖିଲେ ଯିବାକୁ ପଡିପାରେ ଜେଲ୍ ।

ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧର ପ୍ରଭାବରେ ଏବେ କିଛି ଦେଶରେ ପେଟ୍ରୋଲର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରତେକ ଦିନ କୌଣସି ନା କୌଣସି ପ୍ରେଟ୍ରୋଲ ପମ୍ପ ଆଗରେ ଭିଡ ପରିଲକ୍ଷିତ ହେଉଛି । ଯେତେବେଳେ କି ଅନ୍ୟମାନେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଗଚ୍ଛିତ…
Read More...

ଆଜି ମୁମ୍ବାଇ ଓ କୋଲକତା

ଚଳିତ ସିଜିନର ଓଚଖର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ଏବଂ ସନ୍ଧ୍ୟା ୭ ଟାରେ ଟସ୍ ପଡିବ। ପୂର୍ବରୁ ଗଓ ପାଞ୍ଚ ଥର ଚାମ୍ପିଅନ୍…
Read More...

ସୋସିଆଲ ମିଡିଆରେ KYC ବାଧ୍ୟତାମୂଳକ କରିବାକୁ ସରକାରଙ୍କ ବିଚାର

ଭୁବନେଶ୍ୱର: ଆଧୁନିକ ଯୁଗରେ ସୋସିଆଲ ମିଡିଆ ଆମ ଦୈନିକ ଜୀବନର ଅବିଚ୍ଛିନ୍ନ ଅଂଶ ହୋଇପାରିଛି। କିନ୍ତୁ ଏହା ସହ ଜଡିତ ସମସ୍ୟାମାନେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ ଠକେଇ, ସାଇବର ଷ୍ଟକିଂ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଦେଶରେ ଗଭୀର ଚିନ୍ତାର କାରଣ…
Read More...

ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ, ଭାରତରେ ମଦ ଓ ବିୟର ଦାମ ବୃଦ୍ଧିର ଆଶଙ୍କା

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ଭାରତର ତୈଳ ଓ ଗ୍ୟାସ୍ ଆମଦାନୀ ଉପରେ ଗଭୀର ପ୍ରଭାବ ପକାଇଛି। ଏହାର ପରିଣାମ ସ୍ୱରୂପ ଦେଶରେ ଖାଉଟି ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଖାଦେଇଛି। ବିଶେଷକରି ଗ୍ୟାସ୍ ଓ ପେଟ୍ରୋଲିୟମ ଉପରେ ନିର୍ଭରଶୀଳ…
Read More...

‘ଅପରେସନ୍ ସିନ୍ଦୂର’ ଉପରେ ଫିଲ୍ମ, ନିର୍ଦ୍ଦେଶନାରେ ବିବେକ ଅଗ୍ନିହୋତ୍ରୀ

ଭୁବନେଶ୍ୱର: ‘ଅପରେସନ୍ ସିନ୍ଦୂର’ ଉପରେ ଏକ ନୂତନ ହିନ୍ଦୀ ଫିଲ୍ମ ଘୋଷଣା ହୋଇଛି। ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ। ଏହା ପୂର୍ବରୁ ଆଲୋଚନାରେ ଥିବା ସତ୍ତ୍ୱେ ବର୍ତ୍ତମାନ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି ଫିଲ୍ମଟି…
Read More...

IPL ୨୦୨୬ରେ ନଥିବ ଉଦଘାଟନୀ ଉତ୍ସବ; ବେଙ୍ଗାଲୁରୁ ଦୁର୍ଘଟଣା ପରେ BCCIର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର/ବେଙ୍ଗାଲୁରୁ: ଆଉ ମାତ୍ର ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ Indian Premier League। ଏଥର ୧୦ଟି ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା, ମୈଦାନରେ ଛକ୍କା-ଚଉକାର ବର୍ଷା ସହ କମ୍ପିଉଠିବ ଷ୍ଟାଡିୟମ ଏବଂ ନୂଆ ରେକର୍ଡ ସୃଷ୍ଟି ପାଇଁ…
Read More...

ବୀରତା ପୁରସ୍କାର ବିଜେତାଙ୍କୁ ବଡ଼ ସମ୍ମାନ: ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ଘୋଷଣା

ନୂଆଦିଲ୍ଲୀ: ଦେଶର ବୀର ସୈନିକମାନଙ୍କ ପ୍ରତି ସମ୍ମାନ ସୂଚକ ଭାବରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଘୋଷଣା କରିଛନ୍ତି ଯେ, ସେନାରେ ସାହସିକତା ପାଇଁ ପୁରସ୍କୃତ ସୈନିକ ଓ ତାଙ୍କ ପରିବାର ସଦସ୍ୟମାନେ Indian Railways ରେ ଆଜୀବନ ମାଗଣା ଯାତ୍ରା କରିପାରିବେ। Ministry…
Read More...

LPG ରିଫିଲ୍ ବୁକିଂ ନିୟମକୁ ନେଇ ଗୁଜବ, କେନ୍ଦ୍ରର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ LPG ରିଫିଲ୍ ବୁକିଂ ସମ୍ପର୍କିତ ଚାଲିଥିବା ଗୁଜବକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇଛି। ଏହି ପ୍ରକାରର ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ମନ୍ତ୍ରାଳୟ କହିଛି ଯେ, ବର୍ତ୍ତମାନ ଚାଲୁଥିବା ନିୟମରେ…
Read More...