Browsing Category

ପର୍ବ ପର୍ବାଣୀ

ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶ ତଥା ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶ ତଥା ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ରାଷ୍ଟ୍ରପତି । ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶ ତଥା ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।…
Read More...

ନୂଆଖାଇ ଶୁଭ ଲଗ୍ନ ଧାର୍ଯ୍ୟ: ସେପ୍ଟେମ୍ବର ୧୫ରେ ମା ସମଲେଶ୍ୱରୀଙ୍କୁ ଲାଗି ହେବ ନବାନ୍ନ

ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ପର୍ବ ନୂଆଖାଇ ପାଇଁ ଶୁଭ ସମୟ (ଲଗ୍ନ ଧାରିଆ) ଧାର୍ଯ୍ୟ ହୋଇଛି । ଶୁଭ ଲଗ୍ନ ଭାବେ ସେପ୍ଟେମ୍ବର ୧୫, ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବରେ ସ୍ଥିର କରାଯାଇଛି। ପରମ୍ପରା ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ନୂତନ ଫସଲ (ନବାନ୍ନ) ଅର୍ପଣ…
Read More...

ରସଗୋଲା ଦେଇ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

ଆଜି ନୀଳାଦ୍ରିବିଜେ । ନୀଳାଦ୍ରି ବିଜେରେ ଶ୍ରୀଜିଉଙ୍କଠାରେ ରସଗୋଲା ଲାଗି ଓଡ଼ିଆ ସଂସ୍କୃତିର ଏକ ନିଆରା ପରମ୍ପରା । ଆଜି ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ ମହାପ୍ରଭୁ । ସିଂହଦ୍ବାରରେ ହେବ ଏହି ସ୍ବତନ୍ତ୍ର ନୀତି । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଶ୍ରୀମନ୍ଦିରରେ ଏକା ଛାଡ଼ି ଭାଇ…
Read More...

ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି

ସରିଲା ଅଧରପଣା ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଶେଷ ଦିନ । ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରଥରୁ…
Read More...

ଲୋକସେବା ଭବନରେ ସମସ୍ତ ଅଧିକାରୀ ଓ ଅଫିସରଙ୍କୁ ଭେଟି ବୈଠକ ନେଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ…
Read More...

ଅଲାରନାଥଙ୍କ ଦର୍ଶନରେ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପରେ ଅନବସର ସମୟରେ ପ୍ରଭୁ ଆଳାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିସ୍ଥିତ ଶ୍ରୀ ଆଳାରନାଥ ମନ୍ଦିରକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ, ଓଡ଼ିଶାର ଆଇଜିପି ଡଃ ସତ୍ୟଜିତ ନାଏକ, ଆଇପିଏସ୍ ଆଜି ମନ୍ଦିର ପରିଦର୍ଶନ କରି ସୁରକ୍ଷା,…
Read More...

ଧୁମଧାମର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଵିଵାହ

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର  ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗଳମୂର୍ତ୍ତୀ ଦର୍ଶନ ପାଇଁ ପ୍ରାୟ…
Read More...

ତିନିଦିନ ଧରି ଶୀତଳ ଷଷ୍ଠୀ ପାଳନ..କଲେ ଗ୍ରାମବାସୀ

ତିନିଦିନ ଧରି ଶୀତଳ ଷଷ୍ଠୀ ପାଳନ..କଲେ ଗ୍ରାମବାସୀ .. ନିଆରା ଶିବ ବିବାହ ସାଙ୍ଗେ ଶୀତଳ ଷଷ୍ଠୀ କୁ ଏହି ଗ୍ରାମ ରେ ତିନି ଦିନ ଧରି ପାଳନ କରାଯାଏ ପ୍ରଥମ ଦିନ ମଙ୍ଗୁଳା କଳସ ବୁଡ଼ା ସହ ଦ୍ୱିତୀୟ ଦିନ ବର ଯାତ୍ରୀ ନେଇ ଖୋଳ କୀର୍ତନ ସହ ଠାକୁର ଙ୍କ ବାହାଘର ପାର୍ବତୀ ଙ୍କ ମନ୍ଦିର ରେ ତୃତୀୟ ଦିନ…
Read More...

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ରମେଳା ଶ୍ରଦ୍ଧାଳୁଙ୍କ ସହ ବିଧାୟକ ଯୋଗଦାନ

ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା। ଶ୍ରଦ୍ଧାଳୁଙ୍କ ସମାଗମ, ବେଦ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି ଓ ହରିନାମ ସଂକୀର୍ତ୍ତନରେ ମହେନ୍ଦ୍ରଗିରି ଭକ୍ତିମୟ ପରିବେଶରେ ପାଲଟିଯାଇଛି ମେଳାର ଶୁଭାରମ୍ଭ ଅବସରରେ     ମହିଳାମାନେ…
Read More...

ଅନୁକୂଳ ହେବ ରଥ ନିର୍ମାଣ, ଲାଗିବ ଚନ୍ଦନ ଯାତ୍ରା ଲୀଳା

ଆଜି ପବିତ୍ର ଅକ୍ଷୟ ତୃତୀୟା । ମାନ୍ୟତା ଅଛି ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ । ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅୟମାରମ୍ଭ ହୋଇଥାଏ ।…
Read More...