Browsing Category

ଅପରାଧ

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପୋଲିସ ମୋଟ ୪୪ଟି ଚୋରି ମୋଟରସାଇକେଲ ଜବତ କରିବା ସହ ଆନ୍ତଃ-ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ ର ୬ ଜଣ ସଦସ୍ୟଙ୍କୁ…
Read More...

ପୂର୍ତ୍ତବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଖେଳ ଶେଷ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ତ୍ତବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ଆସିଥିବା ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗକୁ ନେଇ ମଙ୍ଗଳବାର ଭିଜିଲାନ୍ସର ବଡ଼ ଧରଣର ଚଢାଉ ହୋଇଥିଲା । ଭିଜିଲାନ୍ସର ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସହ ଏକ ବଡ଼ ଟିମ୍…
Read More...

ବକେୟା ଦରମା କରାଇଦେବା ପାଇଁ ଲାଞ୍ଚ ମାଗୁଥିଲେ ୫,୦୦୦ ଟଙ୍କା

ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନଶିକ୍ଷକ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଚଢ଼େଇଗୁଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ରଘୁନାଥ ଦାସ । ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ…
Read More...

ଗଞ୍ଜେଇ ଜବତ ସହିତ ୨ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

ତୁଷୁରା ଅଞ୍ଚଳରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସୂଚନା ପାଇ ବଲାଙ୍ଗୀର ଅବକାରୀ ସୁପରିଟେଣ୍ଡେଣ୍ଟ ଏବଂ ଅନୁଗୁଳ ଜିଲ୍ଲାପାଳ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା ଠାରେ ଏକ କାରକୁ ପିଛା…
Read More...

୨୮ ଦିନରେ ୭୩୩ ନିଶା ବେପାରୀ ଗିରଫ

ଜମ୍ମୁ ଏବଂ କାଶ୍ମୀରରେ ନିଶା କାରବାର ବନ୍ଦ କରିବା ପାଇଁ, ୧୦୦ ଦିନିଆ ଅଭିଯାନ ଆରମ୍ଭ ହୋଇ ସାରିଛି । ବିଗତ ୨୮ ଦିନରେ ଜାମ୍ମୁ ଏବଂ କାଶ୍ମୀରରେ, ନିଶା କାରବାର ସହିତ ଜଡିତ ୭୩୩ ଜଣଙ୍କୁ ଗିରଫ କରାଯାଇଛି । ଏବଂ ୪୭ ଜଣ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ବୁଲା ଯାଇଛି । ଏହା ସହ ଅପରାଧୀଙ୍କ…
Read More...

କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ

ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ମୋରମ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆ ସଂଘବନ୍ଧ ଆକ୍ରମଣ କରିବା ସହିତ ଟେକା ଓ ପଥର ଫିଙ୍ଗି ତାଙ୍କ ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି । ଖବର…
Read More...

ସିବିଆଇ ହାତରେ ଧରାପଡିଲା ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ।

ସିବିଆଇ ହାତରେ ଧରା ପଡିଲା ନିଟ୍‌–ୟୁଜି ୨୦୨୬ ପେପର ଲିକ୍ର ମାଷ୍ଟରମାଇଣ୍ଡ୍ । ପୁଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଲା ସିବିଆଇ । ତେବେ ଗିରଫ ହୋଇଥିବା ଏହ୍‌ି ଅଭିଯୁକ୍ତ ଜଣକ ପିଭି କୁଲକର୍ଣ୍ଣି ଜଣେ ରାସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ହୋଇଥିବା ବେଳେ ସେ ଏନ୍‌ଟିଏର ସଦସ୍ୟ…
Read More...

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ୫ଟି ବେଆଇନ ଦେଶୀ ପିସ୍ତଲ ସହ ୧୯ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ସମ୍ବଲପୁର ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରୁ ଅଭିଯୁକ୍ତ ମାନଙ୍କୁ…
Read More...

ଗଲଫ୍ରେଣ୍ଡକୁ ରୁମକୁ ଡାକି ଗଣଦୁଷ୍କର୍ମ କଲା ବୟଫ୍ରେଣ୍ଡ୍

ରାଜଧାନୀରେ ପୁଣି ଲଜ୍ଜା । ଗଲଫ୍ରେଣ୍ଡକୁ ରୁମକୁ ଡାକି ଗଣଦୁଷ୍କର୍ମ କଲା ବୟଫ୍ରେଣ୍ଡ୍ । ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ରୁମ୍‌କୁ ବୁଲିବାକୁ ଯାଇଥିବାବେଳେ…
Read More...

ନିଟ୍ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଆରଜେଡି ନେତା ସନ୍ତୋଷ ଜୟସ୍ୱାଲ

NEET-UG 2026 ପରୀକ୍ଷା ବାହାନାରେ ମେଡିକାଲ୍ କଲେଜରେ ପ୍ରବେଶ ପାଇଁ ଠକେଇ ଯୋଜନାରେ ଜଡିତ ଏକ ସଂଗଠିତ ଗ୍ୟାଙ୍ଗକୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ପର୍ଦ୍ଦାଫାସ୍ କରିଛି। ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ମୋତିହାରୀର ବାସିନ୍ଦା ଏବଂ RJDର ରାଷ୍ଟ୍ରୀୟ ସମ୍ପାଦକ ସନ୍ତୋଷ…
Read More...