Browsing Category

ଅପରାଧ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଆଇଟିଡିଏ (ITDA) ସହକାରୀ ନିର୍ବାହୀ ଯନ୍ତ୍ରୀ । ବାଲିଗୁଡାର AEE ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି  ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ…
Read More...

ପାଟନା ଗୁଳିକାଣ୍ଡ ମାମଲା: ଆତ୍ମସମର୍ପଣ କରିବାକୁ କୋର୍ଟ ଯାଇଥିଲେ ଖାନ ସାର୍

ଜଣେ ପ୍ରସିଦ୍ଧ ବିହାରୀ ଶିକ୍ଷକ ଏବଂ ଖାନ ଗ୍ଲୋବାଲ ଷ୍ଟଡିଜର ପ୍ରତିଷ୍ଠାତା ଖାନ ସାର୍ ଶନିବାର ପାଟନା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆଜି କୋର୍ଟର ସମୟ ଶେଷ ହୋଇଥିବାରୁ ସେ ସୋମବାର ଆଗୁଆ ଜାମିନ ପାଇଁ ଆବେଦନ କରିବେ। କୋଚିଂ ଇନଷ୍ଟିଚ୍ୟୁଟରେ ହିଂସା ଏବଂ ଗୁଳିକାଣ୍ଡ ଘଟଣାରେ ତାଙ୍କ…
Read More...

କାଶ୍ମୀରରୁ ଓଡ଼ିଶାକୁ ଗଞ୍ଜେଇ ଲିଙ୍କର ପର୍ଦାଫାଶ

କାଶ୍ମୀରରୁ ଫଳଭର୍ତି ହୋଇ ଆସୁଥିଲା ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା । ଏଭଳି ଏକ ଗଞ୍ଜେଇ ଚାଲାଣ ରାକେଟ ର ଖୁଲାସା କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା NCB । କାଶ୍ମୀରରୁ ଓଡ଼ିଶାକୁ ଗଞ୍ଜେଇ ଲିଙ୍କର ପର୍ଦାଫାଶ ହୋଇଛି ।  ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ କାଶ୍ମୀର ରୁ ଗିରଫ…
Read More...

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ଏରସମା-ଚଟୁଆ ମୁଖ୍ୟ ରାସ୍ତା ନିକଟ ଜଳଉ ଠାରେ ଆଜି ସକାଳୁ ଏକ କଲଭେଟ ଭିତରୁ ଅଜଣା ଅଚିହ୍ନା ଯୁବକ ର ମୃତ ଦେହ ମିଳିଛି। ପ୍ରଥମେ ମଇଁଷି ଜଗୁଆଳି ମାନେ ମଇଁଷି  ନେଇ ଯାଉଥିବାବେଳେ ନଜର ପଡ଼ିଥିଲା ସେହି କଲଭେଟ ଭିତରକୁ।ଏକ ଯୁବକ…
Read More...

ସଇଁତଲା ଖବରସାଲ ନିକଟରୁ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର ଖବରସାଲ ନିକଟରୁ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଦିଗସିରା ଗ୍ରାମର ପ୍ରମୋଦ ତାଣ୍ଡି । ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଘୁନସର ଗ୍ରାମର କିଛି ଲୋକ ଖବରସାଲ ନିକଟରେ ମୃତଦେହ ପଡିଥିବା ଦେଖି ତୁରନ୍ତ ସଇଁତଲା ପୋଲିସକୁ ସୂଚନା ଦେଇଥିଲେ। ଖବର…
Read More...

ଯାତ୍ରା ପଡ଼ିଆରେ ରକ୍ତପାତ, ମହାଭାରତ ଦେଖୁ ଦେଖୁ ରଣକ୍ଷେତ୍ର ପାଲଟିଲା ଗ୍ରାମ

ମହାଭାରତ ଦେଖୁ ଦେଖୁ ସୃଷ୍ଟି ହେଲା ମହାଭାରତ। ରଣକ୍ଷେତ୍ର ପାଲଟିଲା ଗାଁ, ପଥର ଓ ଠେଙ୍ଗା ମାଡ଼ରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ, ମାର୍କଣ୍ଡି ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ସାରା ଗାଁ…
Read More...

NEET ପେପର୍ ଲିକ୍: CBI ର ବଡ଼ କାର୍ଯ୍ୟାନୁଷ୍ଠାନ, ବଢୁଛି ଗିରଫଦାରୀ ସଂଖ୍ୟା

NEET-UG 2026 ପେପର୍ ଲିକ୍ ମାମଲାରେ CBI ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଲାଟୁରର ଡାକ୍ତର ମନୋଜ ଶିରୁରେ ଅଛନ୍ତି। CBI ଅନୁଯାୟୀ, ଡାକ୍ତର ଶିରୁରେ ତିନି ଜଣ ଛାତ୍ରଙ୍କୁ ଲିକ୍ ହୋଇଥିବା ରସାୟନ ବିଜ୍ଞାନ ପେପର୍ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
Read More...

ASIଙ୍କୁ ହତ୍ୟା; ଡ୍ୟୁଟିରେ ଥିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼

ASI ଙ୍କୁ ଗୁଳିମାଡ । ପଞ୍ଜାବର ଅମୃତସରର ମାଜିଥା ଅଞ୍ଚଳରେ ଅଜଣା ଆକ୍ରମଣକାରୀଙ୍କ ଗୁଳିରେ ପଞ୍ଜାବ ପୋଲିସର ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଜୋଗା ସିଂହ ବୋଲି ଚିହ୍ନଟ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ…
Read More...

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ । ତିନି ଜଣ ଅଟୋ ଚାଳକ ଗୁରୁତର । ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ପୁରୀ ସମୁଦ୍ରକୂଳ ଲାଇଟ୍ ହାଉସ୍ ଛକ ନିକଟରେ ହୋଇଛି ଏପରି ମରଣାନ୍ତକ ଆକ୍ରମଣ । ଦିନ ଦ୍ବିପହରରେ 4 ଜଣ ଦୁର୍ବୁତ୍ତ ଆସି ଲାଇଟ୍ ହାଉସ୍ ଛକ ନିକଟରେ ତିନି ଅଟୋ ଚାଳକଙ୍କୁ…
Read More...

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପୋଲିସ ମୋଟ ୪୪ଟି ଚୋରି ମୋଟରସାଇକେଲ ଜବତ କରିବା ସହ ଆନ୍ତଃ-ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ ର ୬ ଜଣ ସଦସ୍ୟଙ୍କୁ…
Read More...