Browsing Category
ଅପରାଧ
୧୪.୨୨ ଲକ୍ଷ ଟଙ୍କାର ଆତ୍ମସାତ ପାଇଁ ଜୁବା PACSର ପୂର୍ବତନ ସଚିବ ଗିରଫ
ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବୁଧବାର ଦିନ ଓଡିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି (PACS) ଲିମିଟେଡର ପୂର୍ବତନ ସଚିବ ଚିନ୍ତାମଣି ମଲ୍ଲିକଙ୍କୁ ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର…
Read More...
Read More...
ଚା ଦୋକାନ ଆଢୁଆଳରେ ଚାଲିଥିଲା ଗଞ୍ଜେଇ ବେପାର, ଦୋକାନୀ ଗିରଫ
ରାଜଧାନୀରେ ଚା ଦୋକାନ ଆଢୁଆଳରେ ଚାଲିଥିଲା ଗଞ୍ଜେଇ ବେପାର। ଗୁରୁବାର ଦିନ ଭୁବନେଶ୍ୱରର VSS ନଗର ଅଞ୍ଚଳରେ ଏକ ଚା ଦୋକାନ କ୍ୟାବିନ ଭିତରୁ ଗଞ୍ଜେଇ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା। ସନ୍ଦେହଜନକ ବେଆଇନ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇ, ଅବକାରୀ କର୍ମଚାରୀମାନେ ଦୋକାନରେ ଚଢାଉ କରିଥିଲେ…
Read More...
Read More...
ରାଜଧାନୀରେ ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ
ରାଜଧାନୀରୁ ସେକ୍ସ ରାକେଟ ଠାବ । ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ ଆଳରେ ଚାଲିଥିଲା ସେକ୍ସ ରାକେଟ୍ । ଖଣ୍ଡଗିରି ପୋଲିସ ସୀମା ଅନ୍ତର୍ଗତ ଜାଗମରା ଅଞ୍ଚଳର ଏକ ହୋଟେଲରେ ପୋଲିସ ଚଢାଉ କରିବା ପରେ ଭୁବନେଶ୍ୱରରେ ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ ଆଳରେ ଚାଲିଥିବା ଏକ ସନ୍ଦିଗ୍ଧ ସେକ୍ସ ରାକେଟର…
Read More...
Read More...
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କୁ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହ ପାରଳାଖେମୁଣ୍ଡି SDJM କୋର୍ଟଙ୍କ ପୂର୍ବ ଆଦେଶକୁ ମଧ୍ୟ କାଏମ…
Read More...
Read More...
ନଜର ରଖୁଥିଲା ଶ୍ୱଶୁର; ହତ୍ୟା କଲା ଶ୍ୱଶୁର
ବୋହୂ ଉପରେ ସବୁବେଳେ ନଜର ରଖୁଥିଲା ଶ୍ୱଶୁର। ମନେ ମନେ ରାଗିଯାଉଥିଲା ବୋହୂ। ବାସ୍ ଏଥିରେ ବିରକ୍ତ ହୋଇ ବୋହୂ ଜଣଙ୍କ ନିଜ ଶ୍ୱଶୁରଙ୍କୁ ଭଡ଼ାଟିଆ ଗୁଣ୍ଡା ଲଗାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ଏହି ଘଟଣା ଘଟିଛି। କାନପୁରରେ ଶନିବାର ରାତିରେ ୬୩ ବର୍ଷୀୟ ଔଷଧ…
Read More...
Read More...
୩୬ ଘଣ୍ଟା ପରେ କୁଆଖାଇ ନଦୀରୁ ମିଳିଲା ନିଖୋଜ ଅଟୋ-ଡ୍ରାଇଭରଙ୍କ ମୃତଦେହ
ନିଖୋଜ ହେବାର ପ୍ରାୟ ୩୬ ଘଣ୍ଟା ପରେ ମିଳିଲା ନିଖୋଜ ଅଟୋ ଡ୍ରାଇଭରଙ୍କ ମୃତଦେହ । ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ଅଟୋ-ରିକ୍ସା ଡ୍ରାଇଭର ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ବୁଧବାର ୩୬ ଘଣ୍ଟାର ସନ୍ଧାନ ପରେ ଉଦ୍ଧାର କରାଯାଇଛି। ଓଲଟାଉନ ହରଚଣ୍ଡି ବାରିକ ସାହିର ବାସିନ୍ଦା ସଞ୍ଜୟ…
Read More...
Read More...
ବୋହୁକୁ କବାଟ କିଳି, ପୁଅକୁ ଛୁରୀ ଭୂଷି ମାରିଲା ବାପା
ପାରିବାରିକ କଳହର କରୁଣ ପରିଣତି ବାପା ହାତରେ ଗଲା ପୁଅର ଜୀବନ । ବୁଧବାର ଦିନ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସୀମା ଅନ୍ତର୍ଗତ ଚୁନିଦା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରବି ସାହୁ ନାମକ ଏବଂ ତାଙ୍କ ପୁଅ…
Read More...
Read More...
୧୬.୭୬ ଲକ୍ଷ ଟଙ୍କାର ପେନସନ ପାଣ୍ଠି ହେରଫେର ଅଭିଯୋଗରେ ଓଡ଼ିଶାର ୩ ପଞ୍ଚାୟତ ଅଧିକାରୀ ଗିରଫ
ବାର୍ଦ୍ଧକ୍ୟ ପେନସନ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ । ଏନେଇ ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ତିନି ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ଅଧିକାରୀମାନେ କଖରା ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ…
Read More...
Read More...
ରାକ୍ଷସ ସ୍ବାମୀ; ସ୍ତ୍ରୀମାଂସକୁ କୁକୁରକୁ ଦେଲା, ମୁଣ୍ଡକୁ ଫ୍ରିଜରେ ରଖିଲା..
ସ୍ୱାମୀ ପାଲଟିଲା ରାକ୍ଷସ। ସ୍ତ୍ରୀକୁ ହତ୍ୟା କଲା ପରେ ଖଣ୍ଡ ଖଣ୍ଡ କାଟି କୁକୁର ଦେଲା।ଏଥିସହ ସ୍ତ୍ରୀର କଟାମୁଣ୍ଡକୁ ଫ୍ରିଜରେ ରଖିଲା। ଆସାମର ହାଟୀଗାଓଁ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ହତ୍ୟାକାଣ୍ଡ। ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ୍ କହିଛି।…
Read More...
Read More...
ସର୍ଟ-ଷ୍ଟେ ହୋମରେ ନାବାଳିକା ହେଲେ ଗର୍ଭବତୀ, ୨ ଗିରଫ
ପୁଣିଥରେ ନାବାଳିକା ହେଲେ ଗର୍ଭବତୀ । କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ସର୍ଟ-ଷ୍ଟେ ହୋମରେ ରହୁଥିବା ସମୟରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଶିଶୁ କଲ୍ୟାଣ କମିଟି (CWC) ଝିଅଟିକୁ…
Read More...
Read More...