Browsing Category
ଅପରାଧ
ମାଲକାନଗିରି ଜଙ୍ଗଲରୁ ୩୫୨ଟି ବଜ୍ରକାପ୍ତା କାତି ଜବତ, ଛଅ ଗିରଫ
ମାଲକାନଗିରି ଓ ମାଥିଲି ରେଞ୍ଜ୍ ଦଳର ମିଳିତ ଅଭିଯାନ ସମୟରେ ମାଲକାନଗିରି ବନ ବିଭାଗ ପ୍ରାୟ ୨ କିଲୋଗ୍ରାମ ଓଜନର ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି। ବଜ୍ରକାପ୍ତାର ବେଆଇନ ଶିକାର ଓ ବ୍ୟବସାୟ ସମ୍ପର୍କରେ ସୂଚନା ପାଇବା ପରେ ପଦ୍ମଗିରି-ପାଣ୍ଡ୍ରିପାନି ରାସ୍ତାରେ ଏହି ଚଢ଼ଉ…
Read More...
Read More...
ପୁଣି ଅଶାନ୍ତ ହେଲା ଗଞ୍ଜାମ ; ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ । ଗ୍ରାମର ୩୦ ବର୍ଷୀୟ ଜୟସେନ ପ୍ରଧାନଙ୍କୁ ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା । ଗୁଳିରେ ଜୟସେନଙ୍କ ପେଟରେ ଗୋଟିଏ ଓ ପିଠିରେ…
Read More...
Read More...
ଭାଇରାଲ୍ ଭିଡିଓକୁ ନେଇ ଘନେଇବାରେ ଲାଗିଛି ରାଉରକେଲା ସର୍କିଟ୍ ହାଉସ୍ ବିବାଦ
ରାଉରକେଲା ସର୍କିଟ୍ ହାଉସ୍ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ 'ଆଡଲ୍ଟ ଫିଲ୍ମ ଷ୍ଟାର୍' ଟିନା ନନ୍ଦୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭାଇରାଲ୍ ଭିଡିଓ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓ ସରକାରୀ ସୁବିଧାର ଦୁରୁପଯୋଗ ଏବଂ ଏକ ଠକାମିଭରା ବ୍ୟବସାୟିକ…
Read More...
Read More...
ଲଙ୍କାଗୁଣ୍ଡ ପକାଇ SBIରୁ ଲୁଟ୍
ଲଙ୍କାଗଣ୍ଡ ପକାଇ SBIରୁ ୪ଲକ୍ଷ ୩୫ହଜାର ଲୁଟ୍ । ଏପରି କିଛି ଘଟଣା ଘଟିଛି ମହାରଷ୍ଟ୍ରରର ନାଗପୁରରେ । ଦକ୍ଷିଣ ନାଗପୁରର ସକ୍କରଦରା ଅଞ୍ଚଳର ଭାଣ୍ଡେ ପ୍ଲଟ୍ ରେ ଥିବା SBI ଶାଖାର କର୍ମଚାରୀମାନେ ନିକଟସ୍ଥ ATMରୁ ଟଙ୍କା ନେଇ ବ୍ୟାଙ୍କକୁ ଫେରୁଥିଲେ। ପଛପଟୁ ଯୁବକ ଜଣକ ଆସି କର୍ମଚାରୀଙ୍କ ଆଖିକୁ…
Read More...
Read More...
ନିଦରେ ଶୋଇଥିବା ପତ୍ନୀ ଓ ୩ ଝିଅକୁ ନିର୍ମମ ଭାବେ ଭାବେ ହତ୍ୟା କଲା ସ୍ବାମୀ
ନିଜ ଲୋକ ପାଲଟିଲା ରାକ୍ଷସ। ନିଦରେ ଶୋଇଥିବା ପତ୍ନୀ ଓ ୩ ଝିଅକୁ ନିର୍ମମ ଭାବେ ଭାବେ ହତ୍ୟା କଲା ସ୍ବାମୀ। ଘଟଣା ଘଟିଛି ରାଜସ୍ଥାନର ଜୟପୁରରରେ ।ସମସ୍ତେ ନିଦରେ ଶୋଇଥିବା ବେଳେ ବ୍ୟକ୍ତି ଜଣକ ଗୁପ୍ତ ଭାବେ ଘରେ ପଶିଥିଲା। ଏହାପରେ ପତ୍ନୀ ଓ ୩ ଝିଅଙ୍କ ମୁଣ୍ଡକୁ ଗୋଟିଏ ପଥରରେ ଛେଚି ହତ୍ୟା…
Read More...
Read More...
କନ୍ଧମାଳରେ ପାରିବାରିକ ବିବାଦରୁ ହତ୍ୟାକାଣ୍ଡ; ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା
କନ୍ଧମାଳ ଜିଲ୍ଲାରେ ଏକ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ସୂଚନା ଦେଇଛି। ସକାଳ ସମୟରେ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତର ସରକେସା ଗ୍ରାମରେ ଏହି ଘଟଣା ଘଟିଥିଲା।…
Read More...
Read More...
ବରଗଡ଼ରେ ପଞ୍ଚାୟତ ସମିତି ସଦସ୍ୟଙ୍କୁ ଗୁଳି କରି ହତ୍ୟା
ବରଗଡ଼: ଓଡ଼ିଶାର ବରଗଡ଼ ଜିଲ୍ଲାରେ ଜଣେ ପଞ୍ଚାୟତ ସମିତି ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତକ ହେଲେ ବରପାଲି ବ୍ଲକ ଅନ୍ତର୍ଗତ ଅଗଲପୁର ପଞ୍ଚାୟତର ସମିତି ସଭ୍ୟ ୪୦ ବର୍ଷୀୟ ଅଚ୍ୟୁତାନନ୍ଦ ନାୟକ। ଶୁକ୍ରବାର ଭୋର ସମୟରେ…
Read More...
Read More...
ଯାଜପୁରରେ ସ୍ୱାମୀକୁ ହତ୍ୟା ଅଭିଯୋଗରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ
ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ । ୨୦୨୧ ମସିହାରେ ମଙ୍ଗଳପୁର ଥାନା ସୀମା ଅନ୍ତର୍ଗତ ପ୍ରଗତିବିହାରରେ ଏକ ଭଡ଼ା ଘରେ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଯାଜପୁରର ଏକ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଜଣେ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
Read More...
Read More...
୧୪.୨୨ ଲକ୍ଷ ଟଙ୍କାର ଆତ୍ମସାତ ପାଇଁ ଜୁବା PACSର ପୂର୍ବତନ ସଚିବ ଗିରଫ
ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବୁଧବାର ଦିନ ଓଡିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି (PACS) ଲିମିଟେଡର ପୂର୍ବତନ ସଚିବ ଚିନ୍ତାମଣି ମଲ୍ଲିକଙ୍କୁ ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର…
Read More...
Read More...
ଚା ଦୋକାନ ଆଢୁଆଳରେ ଚାଲିଥିଲା ଗଞ୍ଜେଇ ବେପାର, ଦୋକାନୀ ଗିରଫ
ରାଜଧାନୀରେ ଚା ଦୋକାନ ଆଢୁଆଳରେ ଚାଲିଥିଲା ଗଞ୍ଜେଇ ବେପାର। ଗୁରୁବାର ଦିନ ଭୁବନେଶ୍ୱରର VSS ନଗର ଅଞ୍ଚଳରେ ଏକ ଚା ଦୋକାନ କ୍ୟାବିନ ଭିତରୁ ଗଞ୍ଜେଇ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା। ସନ୍ଦେହଜନକ ବେଆଇନ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇ, ଅବକାରୀ କର୍ମଚାରୀମାନେ ଦୋକାନରେ ଚଢାଉ କରିଥିଲେ…
Read More...
Read More...