Browsing Category

ଵାଣିଜ୍ୟ

କେବଳ ଭାରତ ନୁହେଁ ପଡୋଶୀ ଦେଶ ବି ଭୋଗୁଛି ତେଲ ସଂଙ୍କଟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ ନିବେଦନ କରିଛନ୍ତି।  ଏହି ନିବେଦନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ-ଇସ୍ରାଏଲ ଉତ୍ତେଜନା ଏବଂ ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିଶ୍ୱବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି।…
Read More...

ଦିଲ୍ଲୀ ସମେତ ସାରା ଦେଶରେ ଲାଗୁ ହେଲା ପେଟ୍ରୋଲ ଏବଂ ଡିଜେଲ ନୂଆ ଦର

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀର ଅବରୋଧ ଯୋଗୁଁ ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଶୁକ୍ରବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଥିବା ବେଳେ, ସିଏନଜିର ମୂଲ୍ୟ ମଧ୍ୟ କିଲୋ ପ୍ରତି ୨ ଟଙ୍କା ବୃଦ୍ଧି କରିଛନ୍ତି ।…
Read More...

ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଏସିଆରେ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍ । ପେଟ୍ରୋଲପମ୍ପ ଗୁଡିକ ଏବେ ରଣକ୍ଷେତ୍ର ପାଲଟିଥିବା ବେଳେ ତେଲ…
Read More...

ଗ୍ୟାସ ଓ କ୍ଷୀର ପରେ ବଢିଲା CNG ଦର ।

ଦେଶରେ ବଢି ବଢି ଚାଲିଛି ପ୍ରତି ଜିନିଷର ଦରଦାମ୍ ପ୍ରଥମେ ଗ୍ୟାସ ସିଲିଣ୍ଡର ଓ କ୍ଷୀର ପରେ ଏବେ ବଢିଛି CNG ଦର । ଯାହାକୁ ଦେଖିବା ପରେ ସାଧାରଣ ଲୋକଙ୍କୁ ଲାଗିଛି ଶକ୍ତି ଝଟ୍‌କା ସୂଚନା ଅନୁସାରେ ଆଜିଠାରୁ ମୁମ୍ୱାଇରେ ସିଏନଜି ମହଙ୍ଗା ହୋଇଛି । ମୁମ୍ୱାଇରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା…
Read More...

ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ

ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ । ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ । ଆସୋସିଏସନର ସାଧାରଣ ସଭାପତି ପି ସତ୍ୟନାରାୟଣ ଓ ସମ୍ପାଦକ ପ୍ରଶାନ୍ତ ମହାପାତ୍ର…
Read More...

ପେଟ୍ରୋଲ ଏବଂ ଡିଜେଲ ଦର ଯେକୌଣସି ସମୟରେ ବୃଦ୍ଧି ପାଇପାରେ!

ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏବେ କହିଛନ୍ତି ଯେ ଯଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଜାରି ରହେ, ତେବେ ବିଶ୍ୱରେ ଅଶୋଧିତ ତୈଳର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ଭାରତରେ ପେଟ୍ରୋଲ ଏବଂ…
Read More...

ଏପ୍ରିଲରେ ଖାଦ୍ୟ ସାମଗ୍ରୀ ମହଙ୍ଗା,ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ବୃଦ୍ଧି ଘଟିଛି। ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୦.୦୮ ପ୍ରତିଶତ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅକ୍ଟୋବରଠାରୁ ମୁଦ୍ରାସ୍ଫୀତି ନିରନ୍ତର ବୃଦ୍ଧି ପାଉଛି। ଏହା ମୁଦ୍ରାସ୍ଫୀତିର…
Read More...

ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଉଦ୍ୟମରେ ତିଆରି ହେବ ଷ୍ଟିଲ ପ୍ଳାଣ୍ଟ

ଢ଼େଙ୍କାନାଳରେ ହେବ ଷ୍ଟିଲ ପ୍ଳାଣ୍ଟ । ଜେଏସ୍‌ଡବ୍ଲ୍ୟୁ  ଓ  ପୋସ୍କୋ ମିଳିତ ଉଦ୍ୟମରେ ତିଆରି ହେବ ଷ୍ଟିଲ ପ୍ଳାଣ୍ଟ । ପ୍ରସ୍ତାବିତ ପ୍ଲାଣ୍ଟରୁ ୬ ମିଲିଅନ ଟନର ଉଚ୍ଚ ମାନର ଫ୍ଲାଟ ଷ୍ଟିଲ ନିର୍ମିତ ହେବ । ଢେଙ୍କାନାଳ ଠାରେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ହୋଇ ସାରିଛି । ସେଠାରେ…
Read More...

୩ ଦିନ ପରେ ପୁଣି ବଢିଲା ସୁନା ଦର

ଆଜି ମାର୍କେଟରେ ଉଚ୍ଚା ରହିଛି ସୁନା ଓ ରୁପା ଦାମ୍ । ଯୁଦ୍ଧ ବିରତି ଘୋଷଣା ପରେ ସୁନା-ରୁପା ମୂଲ୍ୟରେ ହ୍ରାସ ହୋଇଥିଲା । ମାତ୍ର ୩ ଦିନ ପରେ ପୁଣି ବଢିଚାଲିଛି ସୁନା ଦର । ସୁନା ଦର ବୃଦ୍ଧି ପୁଣି ଗ୍ରାହକଙ୍କୁ ଝଟକା ଦେଇଛି । ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୪୮,୦୯୦…
Read More...

ସେୟାର ବଜାରରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି

ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଆଜି ପୁଣି ଖସିଛି ସୁନା-ରୁପା ଦର । ଲଗାତାର ଗୋଟିଏ ସପ୍ତାହ ମଧ୍ୟରେ ତଳମୁହାଁ ହୋଇଛି ସୁନାଦର । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା…
Read More...