Browsing Category

ଦୁର୍ଘଟଣା

କଟକ ଚାନ୍ଦବାଲି ରାସ୍ତାରେ ସଡ଼କ ଦୁର୍ଘଟଣା

କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ 12 ଚକିଆ ଟ୍ରକ ସହ ବୋଲେରୋ ଗାଡି ମୁହାଁ ମୁହିଁ ଧକ୍କା। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀର ସହଯୋଗରେ 7 ଗୁରୁତରଙ୍କୁ ମେଡିକାଲ କଲେ ସ୍ଥାନାନ୍ତର। ଘଟଣାରୁ ଜଣାଯାଏ ବୋଲେରୋ ଗାଡିଟି କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି…
Read More...

କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଗଂଦିଆ ଥାନା ଅନ୍ତର୍ଗତ କପିଳାସ ହରିପୁର ରାସ୍ତାରେ ବସ୍ କାର ମୁହାଁମୁହିଁ ଧକ୍କା ଘଟଣା। ଦୁର୍ଘଟଣାରେ କାର୍ ଚାଳକ ମୃତ। ମୃତକ ହେଲେ ଭୁବନ ବନ୍ଦାଳ ସାହିର  ରଞ୍ଜିତ ମଲ୍ଲିକ। ତିନି ଗୁରୁତର ଆହତ ହେଲେ ରାଜୁ ମଲ୍ଲିକ, ଶିଖର ମଲ୍ଲିକ ଓ ସନ୍ତୋଷ ସାହୁ। ସମସ୍ତେ ଗୋଟିଏ ସାହିର।କାର୍…
Read More...

ଗ୍ରାମ ଦେବତୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

ଦୁଇ ଶହ ବର୍ଷ ଧରି ବର ଗଛ ମୁଳେ ପୂଜା ପାଉଥିଲେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ। ଏବେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ପ୍ରତିଷ୍ଟା ସମ୍ଭବ ହୋଇଛି। ଢେଙ୍କାନାଳ ଗଜମରା ଗ୍ରାମର ପ୍ରତ୍ୟକ୍ଷ ଠାକୁରାଣୀ ତଥା ଗ୍ରାମ ଦେବତୀ ମା ତରେଇଙ୍କର ଏହି ନୁତନ ମନ୍ଦିର ପ୍ରତିଷ୍ଠା ହୋଇଛି। ଗ୍ରାମର…
Read More...

ପୁଣେରେ ମହାବିପର୍ଯ୍ୟୟ: ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା

ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ପୁନେର ପିମ୍ପରି-ଚିଞ୍ଚୱାଡ ଅଞ୍ଚଳର ମୋଶିଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଅଳିଆ ଡିପୋ ନିକଟରେ ଏକ ବହୁତଳ କୋଠା ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଭୁଶୁଡ଼ି ପଡ଼ିଛି। କୋଠାଟି ଭୁଶୁଡ଼ିବା ମାତ୍ରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଭୟର ବାତାବରଣ…
Read More...

ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତ

ପୁରୀ : ପୁରୀ-ବ୍ରହ୍ମଗିରି ରାସ୍ତାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତ।  ପୁରୀ-ବ୍ରହ୍ମଗିରି ରାସ୍ତାର ମଙ୍ଗଳାଘାଟ ବ୍ରିଜ୍ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ କବାଡି ଗୋଦାମ ହୁତୁହୁତୁ ହୋଇ ଜଳିଯାଇ…
Read More...

ସେନାରେ ବଢ଼ିବ ‘ଅଗ୍ନିବୀର’ଙ୍କ ସ୍ଥାୟୀ କୋଟା

ଦେଶର ସାମରିକ ମଧ୍ୟରୁ ଅଗ୍ନିବୀର ଯୋଜନା ହେଉଛି ଗୋଟିଏ । ଏହି ଯୋଜନା ବହୁ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅନୁଯାୟୀ, ସେନାଙ୍କୁ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏବେ ସେନାରେ ବଢ଼ିବ ‘ଅଗ୍ନିବୀର’ଙ୍କ ସ୍ଥାୟୀ କୋଟା । ଅଧିକରୁ ଅଧିକ ଅଗ୍ନିବୀରଙ୍କୁ ନିୟମିତ…
Read More...

ପୁଣିଥରେ ଜଣେ ବ୍ୟକ୍ତିଙ୍କୁ ମାଡି ବସିଲା ସିଂହ ।

ଗାଇ ଚରାଳିକୁ ମାଡି ବସିଲା ସିଂହ । ଅଧମରା ଅବସ୍ତାରେ ପଡି ରହିଥିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ପାଲିଟାନା ଠାରେ ଏଠାରେ ଜଣେ ବ୍ୟକ୍ତିଙ୍କୁ ସିଂହ ମାଡି ବସିଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ…
Read More...

ପ୍ରବଳ ବର୍ଷା କାରଣରୁ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ ।

ପ୍ରବଳ ବର୍ଷାରେ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ । ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀର ପ୍ରଭାବ ଦେଖାଯାଉଥିବାବେଳେ ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତେବେ ଏଭଳି ପରିସ୍ଥିତିରେ ଗତକାଲି ରାତିରେ ବର୍ଷା ଯୋଗୁଁ ରତ୍ନଗିରି ରେଳ ଷ୍ଟେସନର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି।…
Read More...

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଲା ପାର୍ଶଲ ବୋଝେଇ କଣ୍ଟେନର

ନିଆଳୀରେ ଘଟିଲା ବଡ଼ ଅଘଟଣ । ନିଆଳି-ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥର ଟୋଲା ଗୋପୀନାଥପୁର ସ୍କୁଲ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଲା ପାର୍ଶଲ ବୋଝେଇ କଣ୍ଟେନର । ଅଳ୍ପକେ ବର୍ତ୍ତିଲେ ପଥଚାରୀ । ସୂଚନା ଅନୁସାରେ ଏହି କଣ୍ଟେନରଟି ଚାରିଛକ ପଟୁ ଆସି କଟକ ଅଭିମୁଖେ…
Read More...

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌

ପାକିସ୍ତାନର ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡ଼ିବା ଦ୍ୱାରା ମହିଳା ଏବଂ ଶିଶୁଙ୍କ ସମେତ ଅତିକମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୮ ଜଣ ଗୁରୁତର ଭାବେ ଆହତ…
Read More...