ଆମେରିକାର ପ୍ରସିଦ୍ଧ ହାସ୍ୟଅଭିନେତା ବିଲ ମେହେର କରୋନାରେ ମୃତ୍ୟୁ

ୱାସିଂଟନ: ଆମେରିକାର ପ୍ରସିଦ୍ଧ ହାସ୍ୟଅଭିନେତା ଓ ଟିଭି ଉପସ୍ଥାପକ ବିଲ ମେହେର ନାଭାଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ସଂକ୍ରମିତ ହେବା ଜଣାପଡିବା ପରେ ଏଚବିଓରେ ପ୍ରସାରିତ ହେଉଥିବା “ରିଅଲ ଟାଇମ ୱିଥ ବିଲ ମେହେର’ ଏପିସୋଡକୁ ହଟାଇ ଦେଇଛି । ତେବେ ୬୫ ବର୍ଷୀୟ ଟିଭି ଉପସ୍ଥାପକଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇନଥିଲା । ତେବେ ଏଚବିଓର ସାପ୍ତାହିକ ପିସିଆର ଟେଷ୍ଟରେ ସେ ପଜିଟିଭ ଥିବା ଜଣାପଡିଥିଲା ।