Browsing Category

ପରିବହନ

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଭିଡ ଜମିଛି ଏହାକୁ ନେଇ ଏବେ ରାଜ୍ୟର ବିଭିନ୍ନ…
Read More...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି

ପୋଲିସକୁ ଦିଆନଯାଉ ଗାଡ଼ି ଚେକିଂ ଓ ଜରିମାନା କ୍ଷମତା’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ଗାଡ଼ି ଚେକିଂରେ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରସ୍ତାବକୁ ବିରୋଧ । ପ୍ରସ୍ତାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ପୂର୍ବରୁ ବି…
Read More...

ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି । ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଏଆଇ ଏହି ବିମାନ…
Read More...

ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଚଳାଚଳ କରୁଛି ୩୭୫ଟି ‘ମୋ ବସ୍’

ବ୍ୟୁରୋ : ମୁଣ୍ଡ ନେଉଛି ମୋ ବସ । ଭୁବନେଶ୍ୱରରେ ୧୬ ଟି ମୁଣ୍ଡ ନେଇଛି । ମୋ ବସ ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳକୁ କ୍ରୁଟ୍ ଦ୍ବାରା ୩୭୫ଟି ବସ୍ ଚଳାଚଳ କରୁଅଛି । କ୍ରୁଟ୍ ଦ୍ବାରା ବସ୍ ଚାଳକ ମାନଙ୍କ ଗାଡ଼ି ଚାଳନା ଯୋଗୁଁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ…
Read More...

୪ ଚକିଆ କିମ୍ବା ତାଠୁ ଅଧିକ ଯାନ ଅଛି କି ? ; ଜାଣି ରଖନ୍ତୁ FASTagର ନୂତନ ନିୟମ

ବ୍ୟୁରୋ : ଆଜି ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି FASTagର ନୂତନ ନିୟମ । ଆପଣଙ୍କ ପାଖରେ ୪ ଚକିଆ କିମ୍ବା ତାଠୁ ଅଧିକ ଯାନ ଥିଲେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହି ନିୟମ ଆଧାରରେ ଉପଭୋକ୍ତାମାନଙ୍କ ଉପରେ FASTag ରେ କମ୍ ବାଲାନ୍ସ, ପେମେଣ୍ଟରେ ବିଳମ୍ବ କିମ୍ବା FASTag…
Read More...

ବେଆଇନ ଗାଡିଚାଳନା ଚେକିଂକୁ କଡାକଡ଼ି କରାଯିବ : ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡିଚାଳନାକୁ କଡାକଡି କରାଯିବ। ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରି…
Read More...

ଆସିବ ବାର୍ଷିକ କିମ୍ବା ଲାଇଫଟାଇମ୍ ଟୋଲ୍ ପାସ୍

ଭୁବନେଶ୍ୱର;ଜାତୀୟ ରାଜପଥରେ ଦେବାକୁ ପଡେ ଟୋଲ ଫ୍ରି । ୬୦ କିଲୋମିଟରରେ ଗୋଟିଏ ଲେଖାଁଏ ଟୋଲଗେଟ୍ ପଡିଥାଏ । ଯେଉଁଠି ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ଟୋଲ ଗେଟରେ ଏମିତି ଭିଡ ହୁଏ, ଯେଉଁଠି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ ଆଉ ଟୋଲଗେଟ୍ ପାଖରେ ଭିଡ…
Read More...

ମୋ ବସ୍ ସିରିଜ୍ ଦୁର୍ଘଟଣାରେ ଦୋଷୀ ନୁହେଁ ଚାଳକ : କ୍ରୁଟ୍

ବ୍ୟୁରୋ : ଆଜି ସକାଳେ ରାଜମହଲ ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ସିରିଜ୍ ଦୁର୍ଘଟଣା ଘଟି ଥିଲା । ଉକ୍ତ ଘଟଣାରେ ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ମୋ ବସକୁ ପଛପଟୁ ଧକ୍କାଦେଇଥିଲା ଆଉ ଏକ ମୋ ବସ୍ । ସେନେଇ କ୍ରୁଟ୍ ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ । ସୂଚନା ଯୋଗ୍ୟ…
Read More...

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଲା,ଉବର ଓ ରାପିଡୋକୁ ଗଲା ନୋଟିସ୍

ନୂଆଦିଲ୍ଲୀ : ଯାତ୍ରା ଅନୁସାରେ ପଡୁନାହିଁ ସମାନ ଦର । ମୋବାଇଲ ଡିଭାଇସ ଭିନ୍ନ ହୋଇଥିଲେ ଦରଗତ ପାର୍ଥକ୍ୟ ଦେଖାଯାଉଛି । ସେଥିପାଇଁ ଓଲା,ଉବର ଓ ରାପିଡୋକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନୋଟିସ୍ ଜାରି କରିଛି । ସମାନ ସର୍ଭିସରେ ଅଲଗା ପ୍ରକାର ଦର ଧାର୍ଯ୍ୟ କରାଯାଉଥିବାରୁ ଏହି…
Read More...

ଦ୍ୱେତନଗରୀରେ ଦଶହରା ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା

କଟକ / ଭୁବନେଶ୍ୱର : ଟ୍ୱିନସିଟିରେ ଦଶହରା ପାଇଁ ଟ୍ରାଫିକ କଟକଣା। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱର ଟ୍ରାଫିକ କଟକଣା ଲାଗୁ ହେବ। ଏ ସମ୍ପର୍କରେ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି। କଟକରେ ଅପରାହ୍ନ ୪ଟା ରୁ ରାତି ୧ ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିବାବେଳେ…
Read More...