ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ବର: ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଦେଇଛି ବିଦର୍ଭ। ଚାମ୍ପିଅନ୍ ବିଦର୍ଭ ବିପକ୍ଷରେ ବିଜୟୀ ହେବା ଓଡ଼ିଶା ପକ୍ଷରୁ ସମ୍ଭବ ହେବନ ନାହିଁ । ବିଜୟ ଲକ୍ଷକୁ ପିଛା କରି ଓଡ଼ିଶା ‌ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଛି। ମଙ୍ଗଳବାର ଶେଷ…
Read More...

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି…

ଜାପାନରେ ଖେଳାଯାଇଥିବା ହୁଲିକ ଦୈହାତସୁ ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ…
Read More...

ଚକଦା ଏକ୍ସପ୍ରେସ ଜରିଆରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ଶେଷଥର ୨୦୧୮ରେ ଫିଲ୍ମ ଜିରୋରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଏକ ଫିଲ୍ମ, ଚକଦା ଏକ୍ସପ୍ରେସର ସୁଟିଂ ପୂରା ହୋଇଥିଲେ ମଧ୍ୟ ରିଲିଜ ହୋଇ ନାହିଁ । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବ ଜଲଦି ଏହି…
Read More...

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

ଆଇପିଏଲ ୨୦୨୬ ସିଜିନ୍ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି କାରଣ ପ୍ରସାରକମାନେ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସମସ୍ତ ଫ୍ରାଞ୍ଚାଇଜି ପାଇଁ ରିଟେନସନ୍ ତାଲିକା ନଭେମ୍ବର ୧୫ ରେ ଘୋଷଣା କରାଯିବ। ବହୁ ପ୍ରତୀକ୍ଷିତ ମେଗା ନିଲାମ ପୂର୍ବରୁ କେଉଁ ଖେଳାଳିଙ୍କୁ ରିଟେନ କରାଯିବ କିମ୍ବା…
Read More...

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (MYAS) ସୂତ୍ର ଅନୁଯାୟୀ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ (JLN) ରେ ଏକ ନୂତନ କ୍ରୀଡା ସହର ବିକଶିତ ହେବାକୁ ଯାଉଛି, ଯେଉଁଥିରେ ଅଷ୍ଟ୍ରେଲିଆ ଏବଂ କତାର ଏହି ପ୍ରକଳ୍ପ ପାଇଁ ପ୍ରମୁଖ ସନ୍ଦର୍ଭ ଭାବରେ କାର୍ଯ୍ୟ କରିବେ। ଭାରତୀୟ…
Read More...

ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି

ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ…
Read More...

ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

ନୂଆଦିଲ୍ଲୀ:- ଜମ୍ମୁ କାଶ୍ମୀର ପୋଲିସ ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ କରିଛି। ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଡକ୍ଟର ଆଦିଲ ଅହମ୍ମଦ ରାଥରଙ୍କ ସୂଚନା ଆଧାରରେ…
Read More...

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା…

କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା…
Read More...

ରାତି ପାହିଲେ ନୂଆପଡ଼ାବାସୀ ବାଛିବେ ନିଜର ନୂଆ ବିଧାୟକ

ରାତି ପାହିଲେ ବହୁଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନ। ଉପନିର୍ବାଚନରେ ୨.୫୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଶୈଳୀରେ ପ୍ରଚାର କରିବା ସହ ଭୋଟରଙ୍କ…
Read More...

ରୁଷିଆର ଦାଗେସ୍ତାନରେ Ka-226 ନାମକ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ

ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । Ka-226 ନାମକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅଚି-ସୁ ଗ୍ରାମ ନିକଟସ୍ଥ କାସ୍ପିଆନ ସାଗର ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
Read More...