ପୁଣି କମିଲା ସୁନା ଦର: ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୯ ହଜାର ୭୩୦ ଟଙ୍କା
ନୂଆଦିଲ୍ଲୀ: ବେଶ କିଛି ଦିନ ସୁନା ବଜାରରେ ନିଆଁ ଲାଗିଥିବା ବେଳେ ଗ୍ରାହକଙ୍କ ପକେଟକୁ ଭାରି ବାଧୁଥିଲା । ହେଲେ ଏବେ ବିଗତ ଦିନମାନଙ୍କରେ ଆଶ୍ୱସ୍ତିକର ସଙ୍କେତ ଦେଉଛି ସୁନା ବଜାର । ଗତ ଦୁଇଦିନ ହେବ ଲଗାତାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ତେବେ ଆସନ୍ତୁ ଯାଣିବା ସୁନାର ଦର କେତେ…
Read More...
Read More...