ମା’ ସହ ବିଷ ପିଇଦେଲେ ଭାଇଭଉଣୀ ଚାଲିଗଲା ଜୀବନ

ବ୍ରହ୍ମପୁର : ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ବିଷ ପିଇଦେବା ପରେ ମା’ ସହ ଭାଇଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏମକେସିଜି ମେଡ଼ିକାଲରେ ଡାକ୍ତର ୩ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା…
Read More...

 ମୁମ୍ବାଇରୁ ବାରଣାସୀ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ମୃତ୍ୟୁ  

ମୁମ୍ବଇ: ମୁମ୍ବଇରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବାରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଯାତ୍ରା ସମୟରେ ଜଣେ ୮୯ ବର୍ଷୀୟା ବୃଦ୍ଧାଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ପରିସ୍ଥିତି…
Read More...

ଗ୍ରାହକଙ୍କୁ ଝଟକା: ମହଙ୍ଗା ହେବ ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ପାଇଁ ଏକ ବଡ ଝଟକା। ମହଙ୍ଗା ହେବ ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟ। କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ୨ ଟଙ୍କା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହେବା ନେଇ ସୋମବାର ସୂଚନା ମିଳିଛି । ପେଟ୍ରୋଲ୍‌ ଓ ଡିଜେଲ ଲିଟର…
Read More...

ସଡ଼କ ଦୁର୍ଘଟଣାରେ ଯୁବ କ୍ରୀଡାବିତ ବଶିଷ୍ଠ ମଲ୍ଲିକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମର ଯୁବ କ୍ରୀଡାବିତ ବଶିଷ୍ଠ ମଲ୍ଲିକ (୨୬)ଙ୍କ ସଡ଼କ ଦୁର୍ଘଟଣାରେ  ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଛି । ବଶିଷ୍ଠ ଝାରସୁଗୁଡ଼ା ବେଦାନ୍ତ କମ୍ପାନୀର ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ନିଜ ଘରୁ…
Read More...

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ୭୩ ତମ ଅଲ୍ ଇଣ୍ଡିଆ ପୋଲିସ୍ ହକି ଚାମ୍ପିୟନସିପ୍ ଉଦଘାଟିତ

ଭୁବନେଶ୍ଵର : ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍।  ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ୭୩ ତମ ଅଲ୍ ଇଣ୍ଡିଆ ପୋଲିସ୍ ହକି ଚାମ୍ପିୟନସିପ୍ ଉଦଘାଟିତ  ହୋଇ ଯାଇଛି । ପୋଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଆଜିଠୁ ୧୫ ଏପ୍ରିଲ ଯାଏ…
Read More...

ବିନିକା ଦୁର୍ଗା ମନ୍ଦିର କମିଟି ପକ୍ଷରୁ ନବଦିନାତ୍ମକ ଦ୍ବିତୀୟ ବାସନ୍ତିକ ନବରାତ୍ର ଦୁର୍ଗାପୁଜା ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକା ଦୁର୍ଗା ମନ୍ଦିର କମିଟି ପକ୍ଷରୁ ବଦିନାତ୍ମକ ଦ୍ବିତୀୟ ବାସନ୍ତିକ ନବରାତ୍ର ଦୁର୍ଗାପୁଜାରେ ମା' ଦୁର୍ଗା ମହାଗୌରୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସକାଳ ୭ ରୁ ପୂଜାର୍ଚ୍ଚନା ପରେ ଚଣ୍ଡିପାଠ, ସପ୍ତଚଣ୍ଡି ହବନ, ସନ୍ଧି ପୂଜା, ମହାକାଳୀ ପୂଜା,…
Read More...

କଲେଜ ଫେୟାରୱେଲ କାର୍ଯ୍ୟକ୍ରମ ଭାଷଣା ଦେଉଥିବା ବେଳେ ଚାଲିଗଲା ଜୀବନ

ମହାରାଷ୍ଟ୍ର : ମୃତ୍ୟୁ କେତେବେଳେ ଓ କାହାକୁ ଆସିବ ତାହା କାହାକୁ ଜଣାନାହିଁ ।  କୁହାଯାଏ ମୃତ୍ୟୁର ନିଦ୍ଧିଷ୍ଟ ବୟସ ନାହିଁ । କିଏ ଚାଲୁଥିବା ସମୟରେ ତ ଆଉ କିଏ ନାଚୁଥିବା ସମୟରେ ତ ଆଉ କିଏ କହୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…
Read More...

ଆମ ଓଡିଆଙ୍କ ଜଳଖିଆ ଢେଙ୍କାନଳର ବିରି ବରା

ଭୁବନେଶ୍ୱର: ଆଜି ଏପ୍ରିଲ ୭ ତାରିଖ , ବରା ଦିବସ । ଢେଙ୍କାନଳ ଜିଲ୍ଲା ହେଉଛି ବରା ପାଇଁ ବେସ୍ ପ୍ରସିଦ୍ଧ । ବରା ତ ସବୁଠି ମିଳେ, ସମସ୍ତେ ଖାଆନ୍ତି, ହେଲେ ଢେଙ୍କାନାଳ ବରା ଟିକେ ନିଆରା । ଦେଶୀ ବିରି ଓ ଚାଉଳ ମିଶାଇ ପ୍ରସ୍ତୁତ ହୁଏ ଏହି ବରା  । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି…
Read More...

ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,: SHG( ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ GPLF, CPL, BLFଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ସେ କହିଛନ୍ତି ଯେ, ପୂର୍ବ ସରକାରରେ…
Read More...

ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ଆସନ୍ତା ୨୨ ଓ ୨୩ ତାରିଖରେ ବାଦ ପଡ଼ିଥିବା ୧ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।  ଅଯୋଗ୍ୟ…
Read More...