ମହାପ୍ରଭୁଙ୍କ ଦୟଣା ଚୋରି ନୀତି : ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ : ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଦୟଣା ଚୋରି ନୀତି ହେବ। ଏହି ନୀତି ଜଗନ୍ନାଥ ବଲ୍ଲଭରେ ସମ୍ପନ୍ନ କରାଯିବ। ଏଥିରେ ମହାପ୍ରଭୁ ଦୟଣା ଚୋରି କରିବେ। ଏହା ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ୧୧ ତାରିଖ ଅର୍ଥାତ ଶୁକ୍ରବାର ଶ୍ରୀମନ୍ଦିରରେ…
Read More...

ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା

ଭୁବନେଶ୍ୱର:  ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଆସନ୍ତା କାଲି ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ  । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରତି ଗାଁର ୨୫ଜଣଙ୍କୁ…
Read More...

ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍-୨୦୨୫ର ଦ୍ବିତୀୟ ଦିନରେ ୭ଟି ମ୍ଯାଚ ଅନୁଷ୍ଠିତ

ଭୁବନେଶ୍ୱର : ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍-୨୦୨୫ର ଦ୍ବିତୀୟ ଦିନରେ ୭ଟି ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରଥମ ମ୍ଯାଚ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର  ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ    ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ…
Read More...

ଲକ୍ଷ୍ୟ ପୂରଣ ନହେବାରୁ ଆଣ୍ଠୁରେ ଚାଲିଲେ କର୍ମଚାରୀ

ନୂଆଦିଲ୍ଲୀ: ହଜିଯାଇଛି ମାନବିକତା । ଆଉ ସୋଇପଡିଛି ବିବେକ୍ । ଲକ୍ଷ୍ୟ ପୂରଣ ନ ହେବାରୁ ଦିଆଯାଉଛି ଦଣ୍ଡ  । ଆଜ୍ଞା ହଁ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେରଳର ଏକ ଘରୋଇ କମ୍ପାନୀରେ  । ଜଣେ କର୍ମଚାରୀ କମ୍ପାନୀର ମାର୍କେଟିଂ ଫାର୍ମର କାର୍ଯ୍ୟରେ  ଲକ୍ଷ ପୂରଣ କରି ନପାରିବାରୁ ତାଙ୍କୁ…
Read More...

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ :  ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ଧାଡ଼ି ଦର୍ଶନ ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଚଳିତ ସପ୍ତାହରେ ଶ୍ରୀମନ୍ଦିର ମ୍ୟାନେଜିଙ୍ଗ କମିଟି ଗଠିତ ହୋଇଯିବ । କମିଟି…
Read More...

ଆଜି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ- ରକ୍ତଦାନ ଅଭିଯାନ ଦିବସ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ରକ୍ତଦାନ ଅଭିଯାନ ଶିବିରର ଆୟୋଜନ କରାଯାଇଛି। ରକ୍ତଦାନ ଶିବିରରେ ଲୋକମାନେ ବହୁମାତ୍ରାରେ ଯୋଗଦେଇ ଆଜିର ଏହି ରକ୍ତଦାନ ଅଭିଯାନକୁ ସଫଳ କରିଛନ୍ତି। ସୂଚନା…
Read More...

ହ୍ୟାରି ବ୍ରୁକ୍ ହେଲେ ଇଂଲଣ୍ଡ କ୍ରିକେଟ ଟିମ୍କୁ ମିଳିଲା ନୂଆ ଅଧିନାୟକ

ଗୋଟିଏ ପଟେ ଭାରତରେ ଆଇପିଏଲ ଚାଲିଛି ଏବଂ ସାରା ବିଶ୍ୱର ଖେଳାଳିମାନେ ଏଠାରେ ଖେଳୁଛନ୍ତି, ସେହି ସମୟରେ ଇଂଲଣ୍ଡରେ ଆଉ ଏକ ଘଟଣା ଘଟୁଛି। ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ଜସ୍ ବଟଲର୍ ହଠାତ୍ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ନୂତନ ଅଧିନାୟକ…
Read More...

ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପଗାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଶିଶୁ ସୁରକ୍ଷା ପାଇଁ ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ବାରା ମନୋନୀତ ବିଶେଷଜ୍ଞ କମିଟି, ଶିଶୁ ସୁରକ୍ଷା ସୁବର୍ଣ୍ଣପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସମ୍ପାଦିକା କୁମୁଦିନୀ ମୁଦୁଲି  ଙ୍କ ତତ୍ତ୍ୱାବଧାନରେ କମିଟିର ସଦସ୍ୟ…
Read More...

ଅନୁଷ୍ଠିତ ହେବ ଅଧିଷ୍ଠାତ୍ରୀଦେବୀ ବାରପାହାଡଙ୍କ ଯାତ୍ରା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ଗ୍ରାମ ପଂଚାୟତର ରାଜପାଲି ଠାରେ ଅଂଚଳର ଅଧିଷ୍ଠାତ୍ରୀଦେବୀ ବାରପାହାଡଙ୍କ ଯାତ୍ରା ଆସନ୍ତା ଚୈତ୍ରମାସ ତୃତୀୟା,ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଅନୁଷ୍ଠିତ ହେବ ।  ଗଣ୍ଡ ଆଦିବାସୀଙ୍କ ଲିଙ୍ଗୋଦେବତା ଭାବରେ ବାରପାହାଡ ରିଜର୍ଭଜଙ୍ଗଲର…
Read More...

ପାୱାର ସବଷ୍ଟେସନ ଲୋକାର୍ପିତ କଲେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କ

ସୁବର୍ଣ୍ଣପୁର: ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପଖଣ୍ଡ ତରଭା ବ୍ଲକ ଦେଉଳପଦର ଠାରେ ଓଡିଏସ ଏସ ପି ଯୋଜନାର ତୃତୀୟ ପର୍ଯ୍ୟାୟରେ ୩୩/୧୧ କେ.ଭି. ଦେଉଳପଦର ପାୱାର ସବଷ୍ଟେସନ, ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ…
Read More...