ଭୁବନେଶ୍ୱର ରେ ଆୟୋଜିତ ହେବାକୁ ଯାଉଛି ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ ।

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାରେ ହେବାକୁ ଯାଉଛି  ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ । ଏହା୭ ଏପ୍ରିଲ ରୁ ୧୫ ଏପ୍ରିଲ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଖେଳ ଯିବ।  ଏହି ହକି ଚାମ୍ପିୟନସିପ ରେ ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ ଆସି ଏଠି ମ୍ୟାଚ ଖେଳିବେ । ଉଭୟ…
Read More...

ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା

ମୁମ୍ବାଇ : ମୁମ୍ବାଇ ପାଇଁ ଖୁସି ଖବର । ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା । ସେ ମୁମ୍ୱାଇ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ଏହାର ସୂଚନା ଦେଇ ସୋସିଆଲମିଡିଆରେ ଭିଡିଓ ପୋଷ୍ଟ କରିଛି । ବୁମରାହଙ୍କୁ ବିସିସିଆଇର ମେଡିକାଲ ଟିମ୍ ମଞ୍ଜୁରୀ ଦେବା…
Read More...

ରାଇରଙ୍ଗପୁରରେ ୪୦ ତମ ମା’ ଵାସନ୍ତିକ ପୂଜା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁର ମେଡିକାଲ ଛକ ସ୍ଥିତ ପୂଜା ମଣ୍ଡପରେ ସାର୍ବଜନୀନ ମା' ଵାସନ୍ତୀ ପୂଜା କମିଟି, ରାଇରଙ୍ଗପୁର ଆନୁକୁଲ୍ୟରେ ୪୦ ତମ  ମା' ଵାସନ୍ତିକ ତ୍ରୀଦିନାତ୍ମକ ମଧୁ ପାର୍ବଣ ମୃଣ୍ମୟୀ ଦେଵୀ ପୂଜା ଶୁଭାରମ୍ଭ ହୋଇଛି ।ଗୁରୁବାର୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ…
Read More...

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

 ଭୁବନେଶ୍ୱର: ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ସୋମବାର ୟୁନିଟ୍ -୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ।…
Read More...

ରାମ ନବମୀ ଶୋଭା ଯାତ୍ରାରେ ଯୁବକଙ୍କୁ ଛୁରାମାଡ

ସୋର: ରାମ ନବମୀ ଶୋଭା ଯାତ୍ରାରେ ଯୁବକଙ୍କୁ ଛୁରାମାଡ । ଶୋଭା ଯାତ୍ରା ଚାଲିଥିବା ବେଳେ ଘଟିଛି ଏଭଳି ଛାତି ଥରା ଘଟଣ । ବାଲେଶ୍ୱର ସୋର ଅଞ୍ଚଳର କୋର୍ଟ ଛକ ନିକଟରେ ଏଭଳି ଘଟଣା ହୋଇଥିବା ସୂଚନା ରହିଛି । ଯୁବକ ଜଣଙ୍କ ଛିଡା ହୋଇଥିବା ବେଳେ ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ଛୁରାମାଡ କରିଥିଲେ ।…
Read More...

ବଙ୍ଗୋପସାଗରରେ ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର:  ଆସୁଛି ଲଘୁଚାପ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଚୁଳି ଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଦକ୍ଷିଣପୂର୍ବ ବଙ୍ଗୋପସାଗରର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮ କିମି…
Read More...

ଅସହାୟ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଲେ ସମିତି ସଭ୍ୟା କୁନି ସର୍ଦାର

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକ ର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚଢ଼େଇ ପାହାଡି ଗ୍ରାମପଞ୍ଚାୟତ। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏହି ଅଞ୍ଚଳ ରେ ଏକଦା ମାଓବାଦୀ ମାନେ ବେଶ୍ ସକ୍ରିୟ ଥିଲେ। ଏବେ ବି ଏହି ଅଞ୍ଚଳ ବିକାଶ ଠାରୁ…
Read More...

ନବନିର୍ମିତ ପମ୍ବନ ରେଳସେତୁର ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାମେଶ୍ଵରମ: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର୍ ନବନିର୍ମିତ ପମ୍ବନ ରେଳସେତୁର  ଲୋକର୍ପଣ କରିଛନ୍ତି । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ଭାବେ ୫୫୦ କୋଟି ଟଙ୍କାର ନିର୍ମାଣ…
Read More...

ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ଆକ୍ରମଣରେ ସାମ୍ବାଦିକ ଆହତ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ଆକ୍ରମଣ। ଏହି ଆକ୍ରମଣରେ ଆହତ ହୋଇ ଜଣେ ସାମ୍ବାଦିକା ଏବଂ ଜଣେ ଫଟୋଗ୍ରାଫର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଆକ୍ରମଣକୁ ବିରୋଧ କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ବ୍ୟାଙ୍କରେ ଅଗ୍ନିକାଣ୍ଡ: ପାଉଁଶ ହୋଇଗଲା ଫାଇଲ୍ ଓ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍

ଝାରସୁଗୁଡ଼ା : ୟୁନିୟନ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ଜଳି ପୋଡ଼ି ପାଉଁଶ ହୋଇଗଲା ଫାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ । ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା…
Read More...