ଘର ପାଇଁ ଶୁଭ ଏହି ଜିନିଷ

 ଘର ସକାରତ୍ମକ ବାତା ବରଣ ରହିଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସଜ୍ଜିତ ବାସସ୍ଥାନ ସୃଷ୍ଟି କରିବା ଦ୍ୱରା ମନରେ ସକାରାତ୍ମକ ଭାବ ଅମେ ମନ ଏବଂ ଦିନ ଆନନ୍ଦରେ ଭରିଯାଏ । ଆସନ୍ତୁ ଜାଣିବା କଣ ସବୁ କରିବର ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ ।

ତୁଳସୀ ଗଛ ଘରର ପରିବେଶକୁ ଶାନ୍ତ ଓ ସୁନ୍ଦର ରଖେ।
ସବୁଜ ଗଛପାଲା ଘରକୁ ସତେଜ ଓ ମନୋରମ କରେ।
ଦୀପ ଜଳାଇବା ସକାଳ କିମ୍ବା ସନ୍ଧ୍ୟାରେ ଦୀପ ଜଳାଇଲେ ଶାନ୍ତିର ଅନୁଭବ ହୁଏ।
ତାଜା ଫୁଲ ଘରକୁ ସୁଗନ୍ଧିତ ଓ ଖୁସିମୟ କରେ।
ସୂର୍ୟ୍ୟର ଆଲୋକ ଓ ସତେଜ ପବନ ଘରକୁ ଆଲୋକିତ ଓ ସତେଜ ରଖେ । ସେଥିପାଇଁ ସକାଳେ ଉଠି ପରଦା ଖେଳିବା । ଯାହା ଦ୍ୱରା ସୂର୍ଯ୍ୟ କିରଣ ଭଲବାବେ ଆସିବ
ଘର ସଫାସୁତୁରା ରଖିବା ସଫା ଘର ମନକୁ ମଧ୍ୟ ଶାନ୍ତି ଦିଏ।
ଭଲପାଇବା, ହସଖୁସି ଓ ପରିବାରରେ ଶାନ୍ତି ହିଁ ଘରର ସବୁଠାରୁ ବଡ଼ ସକାରାତ୍ମକ ଊର୍ଜା।