(ଆଦର୍ଶ ରାଉତ ) : ଆସନ୍ତାକାଲି ହେବାକୁଯାଉଛି ମୌସୁମୀ ଅଧିବେଶନ । ଏ ନେଇ ଆଜି ଅତିରିକ୍ତ ।ପାଲିସ ମହାନିର୍ଦ୍ଦଶକ ସୁରକ୍ଷା ବ୍ୟବସ୍ଥାର ଯାଚଂ କରିଛନ୍ତି । ତାଙ୍କ ସହ ଉପସ୍ତିତ ଥିଲେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି, ଆଇ.ଜି ଅମିତାଭ ଠାକୁର ସମେତ ଅନେକ ପୁଲିସ ଅଧିକାରୀ ।
ତ୍ରିସ୍ତରିୟ ସୁରକ୍ଷା ବଳୟ ବ୍ୟବସ୍ତାରେ ରହିବ ବିଧାନ ସଭା । ଜଣେ ଡିସିପି ଅଫିସର ନିୟୋଜିତ ହେବା ସହ ୪ ଜଣ ଆଡିସନାଲ ଡିସିପି ରହିବେ ତାଙ୍କ ସହ ୧୨ ଜଣ ଏସିପି , ୮୫ ଜଣ ଇନସପେକ୍ଟର ସବ ଇନସପେକ୍ଟର , ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।