ଭୁବନେଶ୍ୱର: ପେଶାଦାର ଅପରାଧୀ ବିରୋଧରେ ଲାଗିଲା ଦଫା ୧୧୦ । ଦୀପକ ଭୂୟାଁ ବିରୋଧରେ ଦଫା ୧୧୦ ଲଗାଇଲା ଲକ୍ଷ୍ମୀସାଗର ଥାନା ପୋଲିସ । ଦୀପକ ବିରୋଧରେ ୧୧ ଟି ଅପାରାଧିକ ମାମଲା ରହିଛି । କିଛିଦିନ ତଳେ ବକେୟା ଟଙ୍କାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିଥିଲେ । ଚିନ୍ତାମଣିଶ୍ୱର ଅଞ୍ଚଳରେ ଦୋକାନି ଙ୍କୁ ଆକ୍ରମଣ ଘଟଣାରେ ଗିରଫ । ଦଫା ୩୪୧, ୩୨୩, ୨୯୪, ୩୩୬, ୫୦୬ ରେ ଗିରଫ ।