ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ଓଡିଶା By Reporters Today Bureau On Sep 3, 2018 Share (ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ବୁଲାଣିଆଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାଉକେଲାରୁ ସିମେଣ୍ଟବୋଝେଇ ଟ୍ରକ ବାଲଙ୍ଗିର ଯାଉଥିବାବେଳେ ଦୁର୍ଘଟଣା ଘଟିଛିି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର । bbsrOdishareporterstodaySonpur Share FacebookTwitterGoogle+ReddItWhatsAppPinterestEmail