(ଅମର ଦେହୁରୀ): ହରିଚନ୍ଦନପୁର-କେନ୍ଦୁଝର ରାସ୍ତା କଲେଜ ଛକ ନିକଟରେ ଆଜି ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି ମୁଷଳ ନଦୀ ପୋଲ ଉପରେ ଲାଗିଥିବା ସାଇଟି ବାଡ ଗୁଡିକରେ ପିଟି ହୋଇ ତଳକୁ ଖସି ପଡିଥିଲା ନଦୀରେ ପାଣି ଥିବାରୁ ଗାଡିରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି ୲ ସୂଚନା ମୁତାବକ ଗାଡିଟି ଯାଜପୁର ଅଂଚଳରୁ କେନ୍ଦୁଝର ଶୁଆକାଟି ଯାଉଥିଲେ ବୋଲି ଜଣାପଡ଼ିଛି