ପିସିଆର କର୍ମଚାରୀଙ୍କୁ ପୁରସ୍କୃତ କଲେ କମିସନର

( ରିପୋର୍ଟସଟୁଡେ / ଆଦର୍ଶ ରାଉତ): ଆଜି ପୋଲିସ କମିସନର ସତ୍ୟଜିତ ମହାନ୍ତି ପିସିଆରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କାର୍ଯ୍ୟରତ କରୁଥିବା ପିସିଆର କର୍ମଚାରୀ ଗତ ଦୁଇ ଦିନ ତଳେ ଏକ ବଡ ଧରଣର ଲୁଟ ରୋକିବାରେ ସମର୍ଥନ ହୋଇଥିଲେ ।