ପୋଖରୀକୁ ଯାଇ ପାଣିରେ ବୁଡିଗଲେ ଓଡିଶା By Reporters Today Bureau On May 20, 2026 Share ପୋଖରୀରେ ବୁଡି ବୃଦ୍ଧ ମୃତ । ମୃତକ ହେଲେ ହିନ୍ଦୋଳ ବାଲିମୀ ଥାନା ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣି। ବୟସ-୬୫ବର୍ଷ। ସକାଳୁ ପୋଖରୀ କୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ଖବର ପାଇ ଖଜୁରିଆକଟା ଦମକଳ ବାହିନୀ ଖଜୁରିଆକଟା ମେଡିକାଲ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। hindol Share FacebookTwitterGoogle+ReddItWhatsAppPinterestEmail