Browsing Tag

hindol

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ର

ଢେଙ୍କାନାଳ ବନ ବିଭାଗ ଏବଂ  ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମିଳିତ ଅନ୍ୟୁକ୍ୟୁଲ୍ୟରେ ହିନ୍ଦୋଳ ଓଡି -୧୯ ଠାରେ "ମାନବ-ହାତୀ ସହବସ୍ଥାନ ଏବଂ ସୁରକ୍ଷା" ଉପରେ ଏକ ଆଲୋଚନାଚକ୍ର ବୁଧବାର ଦିନ ଆୟୋଜିତ ହୋଇଯାଇଛି। ସ୍ନେହା' ଏନଜିଓର ପ୍ରତିନିଧିମାନେ ଏଥିରେ ସହଯୋଗ କରିଥିଲେ। ମଣିଷ ଓ ହାତୀ ମଧ୍ୟରେ…
Read More...

ପୋଖରୀକୁ ଯାଇ ପାଣିରେ ବୁଡିଗଲେ

ପୋଖରୀରେ ବୁଡି ବୃଦ୍ଧ ମୃତ । ମୃତକ ହେଲେ ହିନ୍ଦୋଳ ବାଲିମୀ ଥାନା ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣି। ବୟସ-୬୫ବର୍ଷ। ସକାଳୁ ପୋଖରୀ କୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ଖବର ପାଇ ଖଜୁରିଆକଟା ଦମକଳ ବାହିନୀ ଖଜୁରିଆକଟା ମେଡିକାଲ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…
Read More...

ହିନ୍ଦୋଳ ପୋଲିସର ଅତର୍କିତ ଚଢ଼ାଉ , ୭ ପେଟିରୁ ଉର୍ଦ୍ଧ ବିଦେଶୀ ମଦ ଜବତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବଲସର ଗାଁରେ ହିନ୍ଦୋଳ ପୋଲିସର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା। ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ବଲସର ଗାଁର ଟୁଟୁ ସାମଲଙ୍କ ତେଜରାତି ଦୋକାନରୁ ୭ ପେଟିରୁ ଉର୍ଦ୍ଧ…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଟାଉନ୍ ହଲ୍ ଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡର ସମସ୍ତ ଥାନା ଅଧିକାରୀଙ୍କ ସମେତ ଜିଲ୍ଲା ଅତିରିକ୍ତ ଏସପି ଯୋଗ ଦେଇଥିଲେ।ଦୀର୍ଘଦିନ ଧରି ରାସୋଳ ଥାନାରେ କାର୍ଯ୍ୟରତ ଥିବା ଥାନା…
Read More...

ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ହିନ୍ଦୋଳ…
Read More...

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ -ଅନୁଗୁଳ ଡେଭେଲପମେଣ୍ଟ ଆସୋସିଏସନ (DADA), ହିନ୍ଦୋଳ ବ୍ଲକର ଵାଙ୍କଟିଆ ସ୍ଥିତି ଗଣେଶ୍ୱର କ୍ଲବ ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଏକ  ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ହିନ୍ଦୋଳ ଅଞ୍ଚଳର ପ୍ରାୟ ୩୦୦ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଔଷଧ ବିତରଣ…
Read More...

‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ

ହିନ୍ଦୋଳ ବ୍ଳକର ବିଭିନ୍ନ ମହାବିଦ୍ୟାଳୟରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ହିନ୍ଦୋଳ ରିଜିଓନାଲ କଲେଜ, ଦ୍ଵିତୀୟ ଦିନରେ ଜନତା ମହାବିଦ୍ୟାଳୟ ସାତମାଇଲ, ତୃତୀୟ ଦିନରେ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରୀଆକଟା ହେବା ପରେ ଆଜି ଚତୁର୍ଥ ଦିନରେ…
Read More...

ହିନ୍ଦୋଳ ଅମଲା ସଙ୍ଘ ପକ୍ଷରୁ ସାମୁହିକ ଛୁଟି ଦରଖାସ୍ତ

ହିନ୍ଦୋଳ(ଗୌତମ ମୁଦୁଲି)ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ୍ତ ଅମଲା ମାନଙ୍କ ଦାବିପୂରଣ କରିବାରେ ରାଜ୍ୟସରକାର ବିଫଳ ହେବାରୁ ସାମୁହିକ ଛୁଟିରେ ଯିବାକୁ ଦରଖାସ୍ତ କରିଛନ୍ତି।ଗତ ୨୨/୬/୨୦୨୫ରେ ରାଜ୍ୟ ରେଡ଼କ୍ରସ ଭବନରେ ଆୟୋଜିତ ରାଜ୍ୟ ଅମଲା ସଂଘ ରାଜ୍ୟ…
Read More...

ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିଲେ ଛାତ୍ରଛାତ୍ରୀ

ହିନ୍ଦୋଳ:- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଆଜି ହିନ୍ଦୋଳ ଥାନା ପରିଦର୍ଶନ କରି ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ବହୁ ଶିକ୍ଷଣୀୟ କଥା ଜାଣିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର ଭୂମିକା କିପରି ପୋଲିସ ପଦକ୍ଷେପ ନିଏ ଏବଂ…
Read More...

ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ ସ୍ଥାପନ ପାଇଁ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ

ଢ଼େଙ୍କାନାଳ:- ସାଧାରଣ ଲୋକ ପୋଲିସ ଥାନାକୁ ଯିବାକୁ ଭୟ କରୁଥିବା,ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଥିବା ବେଳେ ସାଧାରଣ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ…
Read More...