ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରସିଦ୍ଧ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୋର ସକାଳୁ ୫ଟାରେ ମଙ୍ଗଳଆଳତି, ସକାଳ ୭ଟାରେ ଖେଚୁଡି ଭୋଗ, ୮ଟାରେ ମଙ୍ଗଳାରୋପଣ, ଦାରପାଳ ପୂଜା, ଦ୍ଵାରଫିଟା, ଖେଚୁଡି ଭୋଗ, ମହାପ୍ରଭୁଙ୍କ ବେଶ, ରଥ ପ୍ରତିଷ୍ଠା ଆଦି ରୀତିନୀତି କରାଯାଇଥିଲା । ଛେରାପହଁରା ନୀତି ସମ୍ପାଦନ ଦେବଦଳନ ରଥ ତା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ନ ରଥ ଓ କାଳିଆ ଏହି ଅବସରରେ ବସରରେ ଲକ୍ଷଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ପ୍ରଭୁକୃପା ପାଇଁ ଧାଇଁ ଆସିଥିଲେ । ଭଜନ ଗ୍ରୁପ ଦ୍ୱାରା ଭଜନ କାର୍ଯ୍ୟକ୍ରମ , ମହିଳା ନାମ ସଂର୍କିତନ ଆଦି ପରିବେଷଣ ହୋଇଥୁଲା ଛଅଖିଳ ଭାରତୀୟ ସେବା ସଂଗଠନ, ରାଷ୍ଟ୍ରୀୟ ପବନା ଶ୍ରମ ଗ୍ରୁପ,ପୋଲିସ ବିଭାଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ବିଭାଗ, ଦମକଳ ବାହିନୀ ସହ ଅନ୍ୟ ବିଭାଗ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ।