ଗୋବିନ୍ଦପୁର ଗାନ୍ଧୀ ମେମୋରିଆଲ କଲେଜରେ ମୋ ସରକାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଳି /ଅଶ୍ୱିନୀ କୁମାର ସାହୁ: ଆଳି ବ୍ଳକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାନ୍ଧୀ ମେମୋରିଆଲ କଲେଜରେ ମୋ ସରକାର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଳି ବିଧାୟକ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ । ଏହି କାର୍ୟ୍ୟକ୍ରମ ମନ୍ତ୍ରୀ କଲେଜ୍ ର ଛତ୍ର ଛାତ୍ରୀ ଙ୍କ ସହ ମିଶି କଲେଜ୍ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପିଲାଙ୍କ ସମସ୍ତ ପ୍ରସନ୍ନ ଗୋଟି ଗୋଟି କରି ଉତ୍ତର ମଧ୍ୟ ଦେଇ ଥିଲେ ଆଉ ଆଳି /ଅଶ୍ୱିନୀ କୁମାର ସାହୁ: ଆଳି ବ୍ଳକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାନ୍ଧୀ ମେମୋରିଆଲ କଲେଜରେ ମୋ ସରକାର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଳି ବିଧାୟକ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ । ଏହି କାର୍ୟ୍ୟକ୍ରମ ମନ୍ତ୍ରୀ କଲେଜ୍ ର ଛତ୍ର ଛାତ୍ରୀ ଙ୍କ ସହ ମିଶି କଲେଜ୍ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପିଲାଙ୍କ ସମସ୍ତ ପ୍ରସନ୍ନ ଗୋଟି ଗୋଟି କରି ଉତ୍ତର ମଧ୍ୟ ଦେଇ ଥିଲେ ଆଉ ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଥିଲେ ଗୋବିନ୍ଦପୁର ସମବାୟ ସଭାପତି ଶ୍ରୀ ଧନରଞ୍ଜନ ବୋଷ୍ ଗୋବିନ୍ଦପୁର ସରପଞ୍ଚ ପତିନିଧି ପ୍ରମୋଦ ମଳିକ ଓ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମନ୍ତ୍ରୀ କୁ ଫୁଲ୍ ଗୁଚ୍ଛ ଦେଇ ସ୍ୱଗତ କରିଥଲେ ଏହା ସହ ଏହି କାର୍ୟ୍ୟକ୍ରମ ଆଳି ର ସମସ୍ତ ୯ ଟି କଲେଜ୍ ରେ ଆଗମୀ ଦିନ ରେ ହେବ ବୋଲି ଶ୍ରୀ ଦେବ କହିଚନ୍ତି।ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଥିଲେ ଗୋବିନ୍ଦପୁର ସମବାୟ ସଭାପତି ଶ୍ରୀ ଧନରଞ୍ଜନ ବୋଷ୍ ଗୋବିନ୍ଦପୁର ସରପଞ୍ଚ ପତିନିଧି ପ୍ରମୋଦ ମଳିକ ଓ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମନ୍ତ୍ରୀ କୁ ଫୁଲ୍ ଗୁଚ୍ଛ ଦେଇ ସ୍ୱଗତ କରିଥଲେ ଏହା ସହ ଏହି କାର୍ୟ୍ୟକ୍ରମ ଆଳି ର ସମସ୍ତ ୯ ଟି କଲେଜ୍ ରେ ଆଗମୀ ଦିନ ରେ ହେବ ବୋଲି ଶ୍ରୀ ଦେବ କହିଚନ୍ତି।