କେଶପୁର ପଂଚାୟତରେ ଆମ ସଂକଳ୍ପ ବିକଶିତ ଭାରତର କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା/ ସଞ୍ଜୟ ବାରିକି : କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ କେଶପୁର ପଂଚାୟତରେ ବେଶ ସୁନ୍ଦର ଭାବେ ଆମ ସଂକଳ୍ପ ବିକଶିତ ଭାରତର କାର୍ଯ୍ୟକ୍ରମକୁ ସୁଚାର ରୂପେ ପ୍ରଧାନ ମନ୍ତ୍ରୀଙ୍କୁ ସନମାନ ଦେଇ ବିକଶିତ ଭାରତ ଯାତ୍ରା ବେଶ ସଫଳତା ଦେବାରେ ପୁପା ମହାନ୍ତି ଉପସ୍ଥିତ ରହି କେଶପୁର ପଂଚାୟତ ର ସରପଞ୍ଚ ସହଯୋଗରେ ମା ମାନଙ୍କ ସହଯୋଗରେ ସ୍କୁଲ ପିଲାମାନଙ୍କର କଲଚରାଲ ପୋଗ୍ରାମ ଜରିଆରେ ନାଚ ଗୀତ ଜରିଆରେ ମୋଦିଜିଙ୍କ ବିକଶିତ ବାହାରତ ଯାତ୍ରାକୁ ବେଶ ସଫଳତା ଦେଇଛନ୍ତି କେଶପୁର ପଂଚାୟତ ବାସି ।