ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ୫ଟି ସଚିବ

ଦେବଗଡ: ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ବରଗଡ ପଡିଆରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ଭେଟି ଆଲେଚନା କରିଛନ୍ତି ୫ଟି ସଚିବ । ଜିଲ୍ଲାର ସମସ୍ତ କଲେଜରୁ ୫ଟି ଉପକ୍ରମରେ ସାମିଲ କରାଯିବ । ନୂଆବର୍ଷ ପୂର୍ବରୁ ଏହାର ରୂପାନ୍ତର କରାଯିବ । ୫ଟି ସଚିବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏହି ସୂଚନା ଦେଇଛନ୍ତି । ଆହୁରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଶିକ୍ଷାନୁଷ୍ଠାନର ରୂପାନ୍ତରଣରେ ଶ୍ରମ ଦାନ କରିବାକୁ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ଫିଟନେସ ମନ୍ତ୍ର ଦେଇଛନ୍ତି ।